ETV Bharat / state

ଖୋର୍ଦ୍ଧାରେ ନାମାଙ୍କନ ପତ୍ର ଦାଖଲ ପାଇଁ ପ୍ରାର୍ଥୀଙ୍କ ଭିଡ

author img

By

Published : Jan 18, 2022, 10:26 PM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାରଠାରୁ ନାମାଙ୍କନପତ୍ର ଦାଖଲ ପକ୍ରିୟା ଆରମ୍ଭ ହୋଇଛି । କୋଭିଡ କଟକଣା ମାନି ସମର୍ଥକ ଓ ପ୍ରସ୍ତାବକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ପ୍ରାର୍ଥୀ । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧାରେ ନାମାଙ୍କନ ପତ୍ର ଦାଖଲ ପାଇଁ ପ୍ରାର୍ଥୀଙ୍କ ଭିଡ଼

ଖୋର୍ଦ୍ଧା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାରଠାରୁ ନାମାଙ୍କନପତ୍ର ଦାଖଲ ପକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାରେ ପଞ୍ଚାୟତ କାର୍ଯ୍ୟାଳୟ, ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ବ୍ଲକ୍‌ରେ ମଙ୍ଗଳବାର ସୁଦ୍ଧା ଅନେକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜିଲ୍ଲାରେ ୭୯୧ ୱାର୍ଡ ସଭ୍ୟ, ୮୮ ସରପଞ୍ଚ, ୪୩ ସମିତି ସଭ୍ୟ ଓ ୬ ଜିଲ୍ଲା ପରିଷଦ ସଭ୍ୟ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ସେପଟେ ନାମାଙ୍କନପତ୍ର ଦାଖଲ କରୁଥିବା ପାର୍ଥୀମାନେ କୋଭିଡ କଟକଣା ମାନି ସମର୍ଥକ ଓ ପ୍ରସ୍ତାବକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରୁଥିବା ଦେଖିବାକୁ ମିଳୁଛି । ସେହିପରି ଏହି ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଆସନ୍ତା ୨୧ ତାରିଖ ଯାଏ ଚାଲିବ । ନାମାଙ୍କନ ଦାଖଲ ପ୍ରକ୍ରିୟା ପାଇଁ ଖୋର୍ଦ୍ଧା ବ୍ଲକ୍ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.