ETV Bharat / state

17 ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ମଙ୍ଗଳବାର ଖୋର୍ଦ୍ଧା ଅବକାରୀ ବିଭାଗ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଗାଁରେ ଚଢ଼ାଉ କରି 17 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ ସେହି ଗ୍ରାମର ଛବିନ୍ଦ୍ର ପ୍ରଧାନ ।

author img

By

Published : Jun 25, 2019, 11:06 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ରାଜ୍ୟ ସହ ଖୋର୍ଦ୍ଧା ସହରରେ ଦିନକୁ ଦିନ ଗଞ୍ଜେଇ ଓ ବ୍ରାଉନସୁଗାର ବେପାର ବୃଦ୍ଧି ଜୋରସୋରରେ ହେଉଥିବା ଦେଖିବାକୁ ମିଳୁଛି । ପୋଲିସ ଆଢୁଆଳରେ ବେଧଡକ ଚାଲିଛି ବ୍ରାଉନସୁଗାର ବେପାର । ମଙ୍ଗଳବାର ଖୋର୍ଦ୍ଧା ଅବକାରୀ ବିଭାଗ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଗାଁରେ ଚଢ଼ାଉ କରି 17 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ ଉକ୍ତ ଗ୍ରାମର ଛବିନ୍ଦ୍ର ପ୍ରଧାନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସୂଚନା ଅନୁସାରେ ଜିଲ୍ଲାରେ ଅବକାରୀ ବିଭାଗ ବାରମ୍ବାର ଚଢ଼ାଉ କରି ବେପାରୀଙ୍କୁ ଗିରଫ କରୁଥିଲେ ମଧ୍ୟ ଧଳା ଜହର ବ୍ୟବସାୟ ବନ୍ଦ ହେବାର ନାଁ ଧରୁନି । ମଙ୍ଗଳବାର 17 ଗ୍ରାମ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ 70 ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି ।

ଗିରଫ ଯୁବକ ବାଲେଶ୍ବରରୁ ଏହି ବ୍ରାଉନସୁଗାର ଆଣି ଖୋର୍ଦ୍ଧାରେ ବ୍ୟବସାୟ ଚଳାଉଥିବା ଅବକାରୀ ବିଭାଗ କହିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ

Intro:ବ୍ରାଉନସୁଗାର ଜବତ ଜଣେ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ସହରରେ ଦିନକୁ ଦିନ ବଢି ଚାଲିଛି ଧଳା ଜହର କାରବାର । ଅବକାରୀ ବିଭାଗ ବାରମ୍ବାର ଚଢ଼ାଉ କରି ବେପାରୀ ମାନଙ୍କୁ ଗିରଫ କରୁଥିଲେ ମଧ୍ୟ ଧଳା ଜହର ବ୍ୟବସାୟ ବନ୍ଦ ହେବାର ନାଁ ଧରୁନି । Body:ସେହିପରି ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଗାଁରେ ଚଢ଼ାଉ କରି 17 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ ଉକ୍ତ ଗ୍ରାମର ଛବିନ୍ଦ୍ର ପ୍ରଧାନ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ 70 ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି । Conclusion:ସେ ବାଲେଶ୍ୱରରୁ ଏହି ବ୍ରାଉନସୁଗାର ଆଣି ଏଠାରେ ବ୍ୟବସାୟ ଚଳାଉଥିବା ଅବକାରୀ ବିଭାଗ କହିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.