ETV Bharat / state

ଖୋର୍ଦ୍ଧାରେ ଅବକାରୀ ବିଭାଗର ଚଢାଉ, 16ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ - brownsugar seized by custom department

ଖୋର୍ଦ୍ଧାରେ ଅବକାରୀ ବିଭାଗର ଚଢାଉ କରି ଜବତ କରିଛି ଧଳା ଜହର । ବାଲେଶ୍ବର ଖୋଦ୍ଧାକୁ ଆସି ଚାଲିଥିବା ବ୍ୟବସାୟ । ଅଧିକ ପଢନ୍ତୁ...

ଖୋର୍ଦ୍ଧାରେ ଅବକାରୀ ବିଭାଗର ଚଢାଉ
author img

By

Published : Nov 18, 2019, 2:43 PM IST

ଖୋର୍ଦ୍ଧା: ଜିଲ୍ଲାରେ ବଢି ଚାଲିଛି ଧଳା ଜହର କାରବାର । ଅବକାରୀ ବିଭାଗର ଚଢ଼ାଉ ଫଳରେ ବ୍ରାଉନସୁଗାର ଜବତ, ଜଣେ ଗିରଫ। ବିପୁଳ ପରିମାଣର ବ୍ରାଉନସୁଗାର ବାଲେଶ୍ବରରୁ ଆଣି ନିଶା ବେପାରୀ ମାନେ ଏଠାରେ ତାଙ୍କର ବ୍ୟବସାୟ ଚଳାଉଛନ୍ତି ।

ଖୋର୍ଦ୍ଧାରେ ଅବକାରୀ ବିଭାଗର ଚଢାଉ

ଆଜି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭଗ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଚଣ୍ଡିଚୁଆ ଛକ ନିକଟରେ ଚଢ଼ାଉ କରିଥିଲା । ସେଠାରୁ ଜଣେ ବ୍ୟକ୍ତିଙ୍କ ନିକଟରୁ 165 ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ଆନୂମାନିକ ମୂଲ୍ୟ 16 ଲକ୍ଷ 50 ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ଏଥିରେ ସମ୍ପୃକ୍ତ ଆନନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଅବକରି ବିଭାଗର ଚଢ଼ାଉ 165ଗ୍ରାମ ବ୍ରାଉନସୁଗାର ଜବତ :ଜଣେ ଗିରଫ

Body:ଖୋର୍ଦ୍ଧା ଜିଲାରେ ବଢି ଚାଲିଛି ଧଳା ଜହର କାରବାର । ବିପୁଳ ପରିମାଣର ବ୍ରାଉନସୁଗାର ବାଲେଶ୍ୱରରୁ ଆଣି ନିଶା ବେପାରୀ ମାନେ ଏଠାରେ ତାଙ୍କର ବ୍ୟବସାୟ ଚଳାଉଛନ୍ତି । ଆଜି କେନ୍ଦ୍ରାଞ୍ଚଳ ଅବକାରି ଗୁଇନ୍ଦା ବିଭଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଚଣ୍ଡୀଚୁଆ ଛକ ନିକଟରେ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କ ନିକଟରୁ 165 ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ 16 ଲକ୍ଷ 50 ହଜାର ଟଙ୍କା ହେବ ବୋଲି ଅବକରି ଅଧିକାରୀ ସୂଚନା ଦେଇଥିବା ବେଳେ ଏଥିରେ ସମ୍ପୃକ୍ତ ଆନନ୍ଦ ପଶ୍ଚିମକବାଟ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Conclusion:ବାଇଟ- ଜଗଦୀଶ ଚନ୍ଦ୍ର ସାମଲ,ଅବକାରୀ ନିରୀକ୍ଷକ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.