ETV Bharat / state

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

author img

By

Published : Jul 24, 2019, 10:11 PM IST

ଖୋର୍ଦ୍ଧା ଜିଲ୍ଲାରେ ସକ୍ରିୟ ରହିଛି ନିଶା କାରବାର । ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଗୁରୁଜଙ୍ଗ ଅଞ୍ଚଳରେ ଚଢ଼ାଉ କରି 10 ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏହି ମାମଲାରେ ଜଣେ ଗିରଫ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା : ନିଶା ମାଫିଆ ଛୋଟା ଗିରଫ ହେବାପରେ ନିଶା ବେପାର ବନ୍ଦ ହୋଇଯିବ ବୋଲି ଖୋର୍ଦ୍ଧା ବାସୀ ଭାବୁଥିଲେ । କିନ୍ତୁ ଛୋଟା ଜେଲ ଯିବାପରେ ଯେମିତି ଆହୁରି ଅଧିକ ସକ୍ରିୟ ହୋଇଛି ବେପାର । ଆଉ ସେହିଭଳି ବେପାରୀଙ୍କୁ ଧରିବା ପାଇଁ ସକ୍ରିୟ ହୋଇପଡିଛି ଜିଲା ପୋଲିସ ଓ ଅବକାରୀ ବିଭାଗ ।

ଛୋଟା ଜେଲ ଯିବାପରେ ପ୍ରତିଦିନ ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରୁ ଜବତ ହେଉଛି ଧଳାଜହର। ସେହିଭଳି ଆଜି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଗୁରୁଜଙ୍ଗ ଅଞ୍ଚଳରେ ଚଢ଼ାଉ କରି 10 ଗ୍ରାମ ବ୍ରାଉନସୁଗାର ଜବତ କରିଛି । ତା ସହ 2880 ଟଙ୍କା ମଧ୍ୟ ଜବତ କରି ଜଣକୁ ଗିରଫ ମଧ୍ୟ କରାଯାଇଛି । ଗିରଫ ଯୁବକ ଗୁରୁଜଙ୍ଗ ଦେୱାନ ସାହିର ଦିପକ କୁମାର ସାହୁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ : ଜଣେ ଗିରଫ

ଖୋର୍ଦ୍ଧା : ନିଶା ମାଫିଆ ଛୋଟା ଗିରଫ ହେବାପରେ ନିଶା ବେପାର ବନ୍ଦ ହୋଇଯିବ ବୋଲି ଖୋର୍ଦ୍ଧା ବାସି ଭାବୁଥିଲେ । କିନ୍ତୁ ଛୋଟା ଜେଲ ଯିବାପରେ ଯେମିତି ଆହୁରି ଅଧିକ ସକ୍ରିୟ ହୋଇଛି ବେପାର । Body:ଆଉ ସେହିଭଳି ବେପାରୀଙ୍କୁ ଧରିବା ପାଇଁ ସକ୍ରିୟ ହୋଇପଡିଛି ଜିଲା ପୋଲିସ ଓ ଅବକାରୀ ବିଭାଗ । ଛୋଟା ଜେଲ ଯିବାପରେ ପ୍ରତିଦିନ ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରୁ ଜବତ ହେଉଛି ଧଳାଜହର । ସେହିଭଳି ଆଜି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଗୁରୁଜଙ୍ଗ ଅଂଚଳରେ ଚଢ଼ାଉ କରି 10 ଗ୍ରାମ ବ୍ରାଉନସୁଗାର ଜବତ କରିଛି ତା ସହ 2880 ଟଙ୍କା ମଧ୍ୟ ଜବତ କରି ଜଣକୁ ଗିରଫ ମଧ୍ୟ କରିଛି । Conclusion:ଗିରଫ ଜୁବକ ଗୁରୁଜଙ୍ଗ ଦେୱାନ ସାହିର ଦିପକ କୁମାର ସାହୁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.