ETV Bharat / state

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

author img

By

Published : Dec 11, 2019, 4:21 AM IST

ରାଜ୍ୟକୁ ନିଶାମୁକ୍ତ ରଖିବାକୁ ପୋଲିସ ଏହି ନିଶାଖୋର ବେପାରୀଙ୍କ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରୁଥିଲେ ମଧ୍ୟ ଏହାର ପ୍ରଭାବ ଏହି ବେପାରୀଙ୍କ ଉପରେ ପଡୁନଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ବେପାରୀ ସହ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ ।

Brown sugar seized in khordha
ବ୍ରାଉନସୁଗାର ବେପାରୀ ଗିରଫ

ଖୋର୍ଦ୍ଧା: ଜିଲ୍ଲାରେ ନିଶା ମାଫିଆଙ୍କ ଆତଙ୍କରାଜ । ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରେ ବେଶ ସକ୍ରିୟ ଏହି ଧଳାଜହର ବେପାରୀ । ରାଜ୍ୟକୁ ନିଶାମୁକ୍ତ ଓ ଅପରାଧମୁକ୍ତ କରିବା ଉଦ୍ଦେଶ୍ୟରେ ପୋଲିସ ଏବଂ ଅବକାରୀ ବିଭାଗ ବାରମ୍ବାର ଚଢ଼ାଉ କରି ନିଶା ବେପାରୀଙ୍କୁ ଗିରଫ କରୁଛି । ମାତ୍ର ଏହାର ପ୍ରଭାବ ଏହି ନିଶା ବେପାରଙ୍କ ଉପରେ ପଡୁନଥିବା ଜଣାପଡୁଛି ।

ମଙ୍ଗଳବାର ସକାଳେ ଖୋର୍ଦ୍ଧା ଅବକାରୀ ବିଭାଗ 21 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣକୁ ଗିରଫ କରିଥିଲା । ସନ୍ଧ୍ୟାରେ ପୁଣି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ସ୍ଥାନୀୟ ମଠ ସାହିରେ ଚଢ଼ାଉ କରି 16.4 ଗ୍ରାମ ବ୍ରାଉନସୁଗାର ଜବତ କରି ଜଣକୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲା ଛବିନ୍ଦ୍ର ପ୍ରଧାନ । ଛବିନ୍ଦ୍ର ଠାରୁ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ 1 ଲକ୍ଷ 60ହଜାର ଟଙ୍କା ହେବ ବୋଲି ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ଜଣେ ଗିରଫ

Body:ଖୋର୍ଦ୍ଧା : ମାତିଛନ୍ତି ନିଶା ମାଫିଆ । ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରେ ବେସ ସକ୍ରିୟ ହୋଉଛନ୍ତି ଧଳାଜହର ବେପାରୀ । ପୋଲିସ ଏବଂ ଅବକାରୀ ବିଭାଗ ବାରମ୍ବାର ଚଢ଼ାଉ କରି ବେପାରୀ ମାନଙ୍କୁ ଗିରଫ କରୁଥିବା ବେଳେ ଏହାର ପ୍ରଭାବ ଯେମିତି ନିଶା ବେପାରୀଙ୍କ ଉପରେ ପଡୁନଥିବା ଜଣାପଡୁଛି । ଆଜି ସକାଳୁ ଖୋର୍ଦ୍ଧା ଅବକାରୀ ବିଭାଗ 21ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣକୁ ଗିରଫ କରିଥିବା ବେଳେ ପୁଣି ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ସ୍ଥାନୀୟ ମଠ ସାହିରେ ଚଢ଼ାଉ କରି 16.4 ଗ୍ରାମ ବ୍ରାଉନସୁଗାର ଜବତ କରି ଜଣକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ଛବିନ୍ଦ୍ର ପ୍ରଧାନ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଏକଲକ୍ଷ ଷାଠିଏ ହଜାର ଟଙ୍କା ହେବ ବୋଲି ଜଣାପଡିଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.