ETV Bharat / state

‘ଅପରେସନ ଖୋର୍ଦ୍ଧା କ୍ଲିନ’: ଧରାପଡିଲେ 2 ବ୍ରାଉନସୁଗାର ବେପାରୀ

author img

By

Published : Sep 27, 2019, 6:43 PM IST

ଖୋର୍ଦ୍ଧାରୁ ପୁଣି ଧରାପଡିଲେ ବ୍ରାଉନସୁଗାର ବେପାରୀ । ଖୋର୍ଦ୍ଧା ସ୍ବପ୍ନେଶ୍ବର ମନ୍ଦିର ନିକଟରେ ପୋଲିସ ଚଢ଼ାଉ କରି 2 ଅଭିଯୁକ୍ତଙ୍କୁ ଗିରଫ କରିବା ସହ 14 ଗ୍ରାମର ବ୍ରାଉନସୁଗାର ଜବତ କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଏଣିକି ସାବାଡ ହେବେ ଅପରାଧୀ । ଖୋର୍ଦ୍ଧା ଜିଲ୍ଲାକୁ ନିଶା ଓ ଅପରାଧ ମୁକ୍ତ କରିବା ପାଇଁ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ‘ଅପରେସନ ଖୋର୍ଦ୍ଧା କ୍ଲିନ’ । ଏହି କ୍ରମରେ ଜିଲ୍ଲା ଉପରେ କଡା ନଜର ରଖିଛି ଖୋର୍ଦ୍ଧା ପୋଲିସ । ପୁଣି ଧରାପଡିଲେ ବ୍ରାଉନସୁଗାର ବେପାରୀ । ଆଦର୍ଶ ଥାନା ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ସ୍ବପନେଶ୍ବର ମନ୍ଦିର ନିକଟରେ ଚଢ଼ାଉ କରିଥିଲା । ଫଳରେ ଦୁଇ ଅଭିଯୁକ୍ତଙ୍କ ଠାରୁ 14 ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି ।

ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ଖୋର୍ଦ୍ଧା ପୋଲିସ । ଅଭିଯୁକ୍ତମାନେ ହେଲେ ଭୁବନେଶ୍ବର ନୟାପଲି ଥାନା ଅଞ୍ଚଳର ଟି.ରାଜେଶ କୁମାର ପାତ୍ର ଏବଂ ଖୋର୍ଦ୍ଧା ସଦର ଥାନା ଟାଙ୍ଗିସାହିର ମହେଶ୍ବର ସାହୁ । ସେମାନଙ୍କ ନିକଟରୁ ପୋଲିସ 14 ଗ୍ରାମର ବ୍ରାଉନସୁଗାର, ନଗଦ 1 ହଜାର 115 ଟଙ୍କା ଏବଂ ଗୋଟେ ମୋଟର ସାଇକେଲ ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ 1 ଲକ୍ଷ 40 ହଜାର ଟଙ୍କା ହେବ ବୋଲି ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ଦୁଇ ଗିରଫ

Body:ଖୋର୍ଦ୍ଧା : ଜିଲ୍ଲାକୁ ନିଶା ଓ ଅପରାଧ ମୁକ୍ତ କରିବାପାଇଁ ପୋଲିସ ପକ୍ଷରୁ ଆରମ୍ଭ ଅପରେସନ ଖୋର୍ଦ୍ଧା କ୍ଲିନ । ସେହିପରି ଆଜି ଆଦର୍ଶ ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ସ୍ବପନେଶ୍ୱର ମନ୍ଦିର ନିକଟରେ ଚଢ଼ାଉ କରି 14 ଗ୍ରାମର ବ୍ରାଉନସୁଗାର , ନଗଦ 1 ହଜାର 115 ଟଙ୍କା ଏବଂ ଏକ ମଟର ସାଇକେଲକୁ ଜବତ କରି ଅଭିଯୁକ୍ତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦ୍ବୟ ହେଲେ ଭୁବନେଶ୍ୱର ନୟାପଲି ଥାନା ଅଂଚଳର ଟି ରାଜେଶ କୁମାର ପାତ୍ର ଏବଂ ଖୋର୍ଦ୍ଧା ସଦର ଥାନା ଟାଙ୍ଗିସାହିର ମହେଶ୍ୱର ସାହୁ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ଚାଳିଶ ହଜାର ଟଙ୍କା ହେବ ବୋଲି ଜଣାପଡିଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.