ETV Bharat / state

Hockey Opening Ceremony: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମ୍ୟୁଜିକ ଡାଇରେକ୍ଟର ପ୍ରୀତମ, ରଣଭୀର ସିଂ ଓ ଦିଶା ପଟାନୀ

ଆସନ୍ତାକାଲି ହକି ବିଶ୍ୱକପର ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ବଲିଉଡ ମ୍ୟୁଜିକ ଡାଇରେକ୍ଟର ପ୍ରୀତମ । ପ୍ରୀତମ ହକି ବିଶ୍ୱକପର ଥିମ ସଙ୍ଗ ପ୍ରସ୍ତୁତ କରିଥିବାବେଳେ କଟକ ବାରବାଟୀରେ ଆୟୋଜିତ ହେବା କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିବେ । ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ପ୍ରୀତମ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମ୍ୟୁଜିକ ଡାଇରେକ୍ଟର ପ୍ରୀତମ

author img

By

Published : Jan 10, 2023, 10:42 PM IST

Updated : Jan 10, 2023, 11:06 PM IST

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମ୍ୟୁଜିକ ଡାଇରେକ୍ଟର ପ୍ରୀତମ, ରଣଭୀର ସିଂ ଓ ଦିଶା ପଟାନୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ସନ୍ଧ୍ୟାରେ ଭେଟିଛନ୍ତି ବଲିଉଡ ସଂଗୀତକର ପ୍ରୀତମ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ରାଜ୍ୟରେ ହକିର ବିକାଶ ସହ ବିଶ୍ୱକପ ଦ୍ୱିତୀୟ ଥର ଆୟୋଜନ ଲାଗି ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରୀତମ । ଏହା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି ପ୍ରୀତମ । ସେହିପରେ ଅଭିନେତା ରଣଭୀର ସିଂ ଏବଂ ଅଭିନେତ୍ରୀ ଦିଶା ପଟାନୀ ।

Hockey Opening Ceremony
Hockey Opening Ceremony
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମ୍ୟୁଜିକ ଡାଇରେକ୍ଟର ପ୍ରୀତମ

ଆସନ୍ତାକାଲି ହକି ବିଶ୍ୱକପର ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ବଲିଉଡ ମ୍ୟୁଜିକ ଡାଇରେକ୍ଟର ପ୍ରୀତମ । ପ୍ରୀତମ ହକି ବିଶ୍ୱକପର ଥିମ ସଙ୍ଗ ପ୍ରସ୍ତୁତ କରିଥିବାବେଳେ କଟକ ବାରବାଟୀରେ ଆୟୋଜିତ ହେବା କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିବେ । ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ପ୍ରୀତମ । ନବୀନ ନିବାସରେ ଆୟୋଜିତ ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ସହ ଉପସ୍ଥିତ ଥିଲେ 5ଟି ସଚିବ ଭି କେ ପାଣ୍ଡିଆନ ।

Hockey Opening Ceremony
Hockey Opening Ceremony

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରୀତମଙ୍କ ଅନେକ ଗୀତ ଓଡ଼ିଶାରେ ଲୋକପ୍ରିୟତା ହାସଲ କରିଛି । ସେହିପରି ପ୍ରୀତମ ପ୍ରସ୍ତୁତ କରିଥିବା ହକି ବିଶ୍ୱକପ ଥିମ ସଙ୍ଗ ମଧ୍ୟ ପପୁଲାର ହୋଇପାରିଛି । ସେଥିପାଇଁ ପ୍ରୀତମଙ୍କୁ ନବୀନ ଧନ୍ୟବାଦ ଜଣାଇଛନ୍ତି । ସେହିପରି ପ୍ରୀତମ କହିଛନ୍ତି ଯେ, ନବୀନଙ୍କୁ ଭେଟି ସେ ଧନ୍ୟ ମନେ କରୁଛନ୍ତି । ସେ ନବୀନଙ୍କର ଜଣେ ବଡ ଫ୍ୟାନ । ହକି ଲାଗି ନବୀନ ଯାହା କରିଛନ୍ତି ତାହା ଅବିଶ୍ୱାସନୀୟ ଓ ଅବିସ୍ମରଣୀୟ । ଓଡିଶାରେ ପହଁଚିବା ପରେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଛି । ସମୟ ମିଳିଲେ ନିଶ୍ଚିୟ ପୁରୀ ଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବେ ବୋଲି ପ୍ରୀତମ କହିଛନ୍ତି ।

Hockey Opening Ceremony
Hockey Opening Ceremony

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 10, 2023, 11:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.