ETV Bharat / state

CM Khordha Visit: ରାତିଅଧିଆ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଉଠାଇ ନେଲା ପୋଲିସ

author img

By

Published : Dec 13, 2021, 8:14 AM IST

ଆଜି ମୁଖ୍ୟମନ୍ତ୍ରୀଙ୍କ ବେଗୁନିଆ ଗସ୍ତ ପୂର୍ବରୁ ବିଜେପି ଯୁବମୋର୍ଚ୍ଚା ( BJP Yuva Morcha)ର ଛାତ୍ର ନେତାଙ୍କୁ ଉଠାଇନେଲା ପୋଲିସ । ଅଣ୍ଡାମାଡ, କଳାପତାକା ପ୍ରଦର୍ଶନକୁ ଦୃଷ୍ଟିରେ ରଖି ବିଜେପି ନେତାଙ୍କୁ ରାତି ଅଧିଆ ଉଠାଇ ନେଇ ପୋଲିସ ଅଟକ ରଖିଥିବା ଜଣାପଡିଛି । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ  ବିଜେପି ଯୁବମୋର୍ଚ୍ଚାର କର୍ମୀଙ୍କୁ ଉଠାଇ ନେଲା ପୋଲିସ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧାରେ BSKY ଯୋଜନାର୍ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ (Chief Minister Naveen Patnaik ) । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ବେଗୁନିଆ ଗସ୍ତ କରିବାକୁ ଥିବା ବେଳେ ଏହା ପୂର୍ବରୁ ବିଜେପି ଯୁବମୋର୍ଚ୍ଚା ( BJP Yuva Morcha)ର ଛାତ୍ର ନେତାଙ୍କୁ ଉଠାଇନେଲା ପୋଲିସ । ପାହାନ୍ତା ସମୟରେ ପୋଲିସ ବିଜେପି ଛାତ୍ର ନେତାଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ ବିରୋଧ କରାଯିବା ସହ ଅଣ୍ଡାମାଡ ଓ କଳାପତାକା ଦେଖାଇବା ପରି ଘଟଣା ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପୋଲିସ ଓ ବେଗୁନିଆ ପୋଲିସ ଜିଲ୍ଲାର ବିଭିନ୍ନ ବିଜେପି ନେତାଙ୍କୁ ରାତି ଅଧିଆ ଉଠାଇ ନେଇ ପୋଲିସ ଅଟକ ରଖିଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.