ETV Bharat / state

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁ ପକ୍କାଘର, ଦାବିପତ୍ର ଦେଲା ବିଜେପି - PM Awas Yojana

ଖୋର୍ଦ୍ଧା ଜିଲ୍ଲାକୁ ପିଏମ୍ ଆବାସ ଯୋଜନାରେ 14 ହଜାର ଘର ମିଳିଛି । ଏହି ଘର ଗୁଡିକୁ ଯେପରି ଗାଁ ଗାଁରେ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦନ କରାଯିବ ସେଥିପାଇଁ ବିଜେପିର ଏକ ଟିମ ଉଭୟ ବ୍ଲକ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ଯୋଗ୍ୟ ହିତାଧିକାରୀଙ୍କୁ ପିଏମ ଆବାସ ଯୋଜନାରେ ପକ୍କାଘର ଦେବା ପାଇଁ ବିଜେପିର ଦାବିପତ୍ର

author img

By

Published : Jun 9, 2021, 4:30 PM IST

ଖୋର୍ଦ୍ଧା: ଗରିବ ଲୋକଙ୍କ ମୁଣ୍ଡ ଉପରେ ପକ୍କାଘର ଯୋଗାଇ ଦେବାକୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଛନ୍ତି । ଚଳିତ ବର୍ଷ କେନ୍ଦ୍ର ସରକାର ଖୋର୍ଦ୍ଧା ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 14 ହଜାର ଘର ପ୍ରଦାନ କରିଛନ୍ତି ।

ଯୋଗ୍ୟ ହିତାଧିକାରୀଙ୍କୁ ପିଏମ ଆବାସ ଯୋଜନାରେ ପକ୍କାଘର ଦେବା ପାଇଁ ବିଜେପିର ଦାବିପତ୍ର

ତେବେ ଏହି ଘର ଗୁଡିକୁ ଯେପରି ଗାଁ ଗାଁରେ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦନ କରାଯିବ ସେଥିପାଇଁ ଆଜି(ବୁଧବାର) ବେଗୁନିଆ ଓ ବୋଲଗଡ଼ ବିଜେପି ପକ୍ଷରୁ ବିଧାୟକ ପାର୍ଥି ଋଷଭ ନନ୍ଦ ଓ ବିଜେପି ଜିଲ୍ଲା ସମ୍ପାଦକ ପ୍ରକାଶ ବିଜୁଳୀଙ୍କ ନେତୃତ୍ବରେ ଏକ ଟିମ ଉଭୟ ବ୍ଲକ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଜିଲ୍ଲାକୁ ଆସିଥିବା ଆବାସ, ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଗଲେ ବିଜେପି ପକ୍ଷରୁ ବ୍ଲକ ସାମ୍ନାରେ ବିକ୍ଷୋଭ କରାଯିବ ବୋଲି ବିଧାୟକ ପାର୍ଥି ଋଷଭ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.