ETV Bharat / state

ଅଯୋଗ୍ୟ ଲିଷ୍ଟ ବିଜେପି ୱେବସାଇଟରେ ବାହାର କରୁ: ବିଜେଡି

author img

By

Published : Jan 24, 2023, 10:42 PM IST

ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସକୁ ନେଇ ବାରମ୍ବାର ଆଲୋଚନା ଓ ତର୍ଜମା ଚାଲିଛି । ଅଭିଯୋଗ ଦାଖଲର ଆଜି ଶେଷ ଦିନ ଅଟେ । ଉପଯୁକ୍ତ ପ୍ରକ୍ରିୟା ମଧ୍ୟରେ ଅଭିଯୋଗ ଦାଖଲ କରାଯାଉଛି । ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଯେତିକି ଘର ଯୋଗାଇବା ଲାଗି ସହମତି ପ୍ରକାଶ କରିଥିଲେ, ମିଳିଲା ବେଳକୁ ପ୍ରାୟ 20 ପ୍ରତିଶତ କମ ଘର ଆସିଛି । ଲୋକଙ୍କ ମନରେ ଏହାକୁ ନେଇ ଦ୍ଵନ୍ଦ ରହିଛି । ଅଧିକ ପଢନ୍ତୁ

ଅଯୋଗ୍ୟ ଲିଷ୍ଟ ବିଜେପି ୱେବସାଇଟରେ ବାହାର କରୁ : ବିଜେଡି

ଭୁବନେଶ୍ବର: ଆବାସ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଥିବା ନେଇ ଅଭିଯୋଗ କରୁଛି ବିଜେପି । ଏହାକୁ ନେଇ ଆସନ୍ତାକାଲି ରାଜ୍ୟ ବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି ବିଜେପି । ବିଜେପିର ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଅଯୋଗ୍ୟ ଲିଷ୍ଟ ବିଜେପି ୱେବସାଇଟରେ ବାହାର କରୁ ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର ।

ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସକୁ ନେଇ ବାରମ୍ବାର ଆଲୋଚନା ଓ ତର୍ଜମା ଚାଲିଛି । ଅଭିଯୋଗ ଦାଖଲର ଆଜି ଶେଷ ଦିନ ଅଟେ । ଉପଯୁକ୍ତ ପ୍ରକ୍ରିୟା ମଧ୍ୟରେ ଅଭିଯୋଗ ଦାଖଲ କରାଯାଉଛି । ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଯେତିକି ଘର ଯୋଗାଇବା ଲାଗି ସହମତି ପ୍ରକାଶ କରିଥିଲେ, ମିଳିଲା ବେଳକୁ ପ୍ରାୟ 20 ପ୍ରତିଶତ କମ ଘର ଆସିଛି । ଲୋକଙ୍କ ମନରେ ଏହାକୁ ନେଇ ଦ୍ଵନ୍ଦ ରହିଛି । ପୁନର୍ବାର ଆବାସ ଆସିଲେ କିମ୍ବା ରାଜ୍ୟ ସରକାର ଅଲଗା କିଛି ବ୍ୟବସ୍ଥା କରିପାରନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସବୁଠାରେ ଅଯୋଗ୍ୟଙ୍କୁ ଆବାସ ମିଳିବା ଅଭିଯୋଗ ଏକ ବୃଥା କଥା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.