ETV Bharat / state

ଫେଲ ମାରିଲା ସାଂସଦଙ୍କ ଗୁଜୁରାଟ ମଡେଲ, ଖୋର୍ଦ୍ଧାରେ ନିରାଶ ବିଜେପି

author img

By

Published : Mar 2, 2022, 12:50 PM IST

ଫେଲ ମାରିଲା ସାଂସଦଙ୍କ ଗୁଜୁରାଟ ମଡେଲ। ଖୋର୍ଦ୍ଧାରେ ନିରାଶ ହେଲା ବିଜେପି। ଅଧିକ ପଢ଼ନ୍ତୁ

bjp defeat in panchayat election in khordha
ଫେଲ ମାରିଲା ସାଂସଦଙ୍କ ଗୁଜୁରାଟ ମଡେଲ

ଖୋର୍ଦ୍ଧା: ଫେଲ ମାରିଲା ସାଂସଦଙ୍କ ଗୁଜୁରାଟ ମଡେଲ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ ବିଜେଡିକୁ ଉତ୍ସାହିତ କରିଥିବା ବେଳେ ବିଜେପିକୁ ନିରାଶ କରିଛି। ଭୁବନେଶ୍ବର ସାଂସଦ ଖୋର୍ଦ୍ଧା ଜିଲ୍ଲାରେ ପଦ୍ମ ଫୁଟାଇବା ପାଇଁ ପ୍ରଚାର ମାଧ୍ୟମରେ ନିଜର ସମ୍ପୂର୍ଣ୍ଣ କୌଶଳ ଜାରି ରଖିଥିଲେ। ହେଲେ ତାଙ୍କର ଏହି ଜୋରଦାର ପ୍ରଚାର ଜନମତକୁ ପ୍ରଭାବିତ କରିପାରିଲା ନାହିଁ ।

ଫେଲ ମାରିଲା ସାଂସଦଙ୍କ ଗୁଜୁରାଟ ମଡେଲ

ବିଶେଷକରି ଅପରାଜିତାଙ୍କ ଗୁଜୁରାଟ ମଡେଲ ଖୋର୍ଦ୍ଧାରେ କାମ କରିଲା ନାହିଁ । ଯେଉଁଥି ପାଇଁ ଭାରତୀୟ ଜନତା ଦଳ ମୋଟ 30ଟି ଆସନରୁ ବାଣପୁରରେ ମାତ୍ର ଦୁଇଟି ଆସନରେ ସୀମିତ ହୋଇ ରହିଲା। ଖୋର୍ଦ୍ଧା, ବାଲିଅନ୍ତା,ବାଲିପାଟଣା, ଜଟଣୀ,ଭୁବନେଶ୍ବର, ଟାଙ୍ଗି,ବେଗୁନିଆ ଓ ବୋଲଗଡ଼ରେ ଦଳର ପଦର୍ଶନ ନୈରାଶ୍ୟ ଜନକ ହୋଇଛି। ସାଂସଦଙ୍କ ଲୋକପ୍ରିୟତା ଧୀରେ ଧୀରେ କମୁଥିବା ନେଇ ଚର୍ଚ୍ଚାର ବିଷୟ ପାଲଟିଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.