ETV Bharat / state

ଖୋର୍ଦ୍ଧାରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଖୋର୍ଦ୍ଧାରେ ବିଜେଡିର ଜିଲ୍ଲାସ୍ତରୀୟ କର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ । ଏହି ବୈଠକରେ ଜିଲ୍ଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ ଯୋଗ ଦେଇଥିଲେ।

ଫଟୋ ସୌଜନ୍ୟ: ପ୍ରତିନିଧି ଖୋର୍ଦ୍ଧା
author img

By

Published : Sep 14, 2019, 7:08 PM IST

ଖୋର୍ଦ୍ଧା: ବିଜୁ ଜନତା ଦଳ ପକ୍ଷରୁ ଖୋର୍ଦ୍ଧାରେ ଆଜି ଜିଲ୍ଲାସ୍ତରୀୟ କର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା, ଜିଲ୍ଲା ପର୍ଯ୍ୟବେକ୍ଷକ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଖୋର୍ଦ୍ଧା

ଏମାନଙ୍କ ସହ ଜିଲ୍ଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ, ବିଜେଡି ମିଡ଼ିଆସେଲ ଅଧ୍ୟକ୍ଷ ମାନସ ମଙ୍ଗରାଜ ଏବଂ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ସହ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ଏହି ବୈଠକରେ ଗତ ବର୍ଷ ତୁଳନାରେ କିଭଳି ଖୋର୍ଦ୍ଧା ଜିଲ୍ଲାରେ ଅଧିକ ସଭ୍ୟ ସଂଗ୍ରହ କରାଯିବ ଏନେଇ ଆଲୋଚନା ହୋଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଖୋର୍ଦ୍ଧାରେ ଅନୁଷ୍ଠିତ

Body:ଖୋର୍ଦ୍ଧା : ବିଜୁ ଜନତା ଦଳ ପକ୍ଷରୁ ଖୋର୍ଦ୍ଧାରେ ଏକ କଲ୍ୟାଣ ମଣ୍ଡପରେ ଠାରେ ଆଜି ଜିଲ୍ଲାସ୍ତରୀୟ କର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା,ଜିଲା ପର୍ଯ୍ୟବେକ୍ଷକ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଜିଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ, ବିଜେଡି ମିଡ଼ିଆସେଲ ଅଧ୍ୟକ୍ଷ ମାନସ ମଙ୍ଗରାଜ ଏବଂ
ଜିଲାର ସମସ୍ତ ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ସହ ବହୁ କାର୍ଯ୍ୟକର୍ତା ଯୋଗଦେଇଥିଲେ । ଏହି ବୈଠକରେ ଗତ ବର୍ଷ ତୁଳନାରେ କିଭଳି ଖୋର୍ଦ୍ଧା ଜିଲ୍ଲାରେ ଅଧିକ ସଭ୍ୟ ସଂଗ୍ରହ କରାଯିବ ଏନେଇ ଆଲୋଚନା ହୋଇଥିଲା ।Conclusion:ବାଇଟ1-ମାନସ ମଙ୍ଗରାଜ,ରାଜ୍ୟ ମିଡ଼ିଆସେଲ ଅଧ୍ୟକ୍ଷ
2- ପ୍ରସନ୍ନ ଆଚାର୍ଯ୍ୟ, ଜିଲା ପର୍ଯ୍ୟବେକ୍ଷକ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.