ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବେଗୁନିଆରେ BJDର ବିଶାଳ ବାଇକ ରାଲି

author img

By

Published : Dec 13, 2021, 11:51 AM IST

Updated : Dec 13, 2021, 12:18 PM IST

ଆଜି ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଯାଇ ବେଗୁନିଆ ମିନିଷ୍ଟାଡିୟମରେ ପହଞ୍ଚି BSKY ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ (Smart health card))ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ବେଗୁନିଆ ମିନି ଷ୍ଟାଡିୟମ । ଅଧିକ ପଢନ୍ତୁ

ଆଜି ଖୋର୍ଦ୍ଧାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟିବେ ମୁଖ୍ୟମନ୍ତ୍ରୀ,   ବେଗୁନିଆରେ BJDର ବିଶାଳ ରାଲି

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ BSKY ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ (Smart health card))ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଏନେଇ ଆଜି ବେଗୁନିଆ ଗସ୍ତ କରିବେ ( CM visit Khordha Begunia) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ବେଗୁନିଆ ମିନି ଷ୍ଟାଡିୟମ ( Begunia mini stadium) । ଷ୍ଟାଡିୟମରେ ପ୍ରସ୍ତୁତି ଶେଷ ହେବା ସହ ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚରେ ମାତ୍ର 300 ହିତାଧିକାରୀଙ୍କୁ ବସିବା ପାଇଁ ଅନୁମତି ଦିଆଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବେଗୁନିଆରେ BJDର ବିଶାଳ ବାଇକ ରାଲି

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଆଜି 57ନଂ ଜାତୀୟ ରାଜପଥରେ ହଜାର ହଜାର ସଂଖ୍ୟାରେ ମହିଳା ଓ ବିଜେଡି କର୍ମୀ ଭିଡ଼ ଜମାଇଛନ୍ତି । ସେପଟେ କିଛି ଦିନ ତଳେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ପ୍ରଦୀପ ସାହୁଙ୍କ ନେତୃତ୍ୱରେ ଏକ ବିଶାଳ ମୋଟର ସାଇକେଲ ରାଲି କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ବେଗୁନିଆ ମାଟିରେ ସ୍ୱାଗତ କରିବା ପାଇଁ ଅପେକ୍ଷା କରାଯାଇଛି । ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Dec 13, 2021, 12:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.