ETV Bharat / state

ଚିକିତ୍ସାରେ ଅବହେଳା: ଡାକ୍ତରଙ୍କୁ ମାଡ, ଥାନାରେ 2 ଅଟକ

ଚିକିତ୍ସାରେ ଅବହେଳା କରିଥିବାରୁ ରୋଗୀଙ୍କ ସମ୍ପର୍କୀୟ ଟାଙ୍ଗୀ ମେଡିକାଲରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଡାକ୍ତରଙ୍କୁ ମାଡ: ଥାନାରେ 2 ଅଟକ

author img

By

Published : Jul 10, 2021, 10:45 PM IST

ଖୋର୍ଦ୍ଧା: ଟାଙ୍ଗୀ ମେଡିକାଲରେ କାର୍ଯ୍ୟରତ ଡାକ୍ତରଙ୍କୁ କିଛି ଲୋକ ମାଡ ମାରିଛନ୍ତି । ଚିକିତ୍ସାରେ ଅବହେଳା କରିଥିବାରୁ ରୋଗୀଙ୍କ ସମ୍ପର୍କୀୟ ମାଡ ମାରିଥିବା ଅଭିଯୋଗ ହୋଇଛି । ଆକ୍ରମଣକାରୀଙ୍କ ମଧ୍ୟରୁ ୨ ଜଣ ଯୁବକଙ୍କୁ ଟାଙ୍ଗୀ ପୋଲିସ ଅଟକ ରଖିଛି ।

ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଡାକ୍ତରଙ୍କୁ ମାଡ: ଥାନାରେ 2 ଅଟକ

ଆକ୍ରମଣରେ ଆହତ ଡାକ୍ତର ଶୁଭାଶିଷ ଶଢଙ୍ଗୀଙ୍କ ମୁଣ୍ଡ, ମୁହଁ ଏବଂ ବେକରେ କ୍ଷତ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ମେଡିକାଲରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ମାରପିଟ ବେଳେ ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ଥିଲା । ଏଥିରେ ଟାଙ୍ଗୀ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.