ETV Bharat / state

ପ୍ରତିକ୍ଷାର ଘଟିଲା ଅନ୍ତ; ଖୋର୍ଦ୍ଧା ଉପଖଣ୍ଡରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ

ରାଜ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୋର୍ଦ୍ଧା ଉପଖଣ୍ଡରେ ଆଜିଠାରୁ ସମସ୍ତ ଧର୍ମାନୁଷ୍ଠାନ ଖୋଲିଛି । ଅଧିକ ପଢନ୍ତୁ...

author img

By

Published : Aug 9, 2021, 12:48 PM IST

ପ୍ରତିକ୍ଷାର ଘଟିଲା ଅନ୍ତ; ଖୋର୍ଦ୍ଧା ଉପଖଣ୍ଡରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ
ପ୍ରତିକ୍ଷାର ଘଟିଲା ଅନ୍ତ; ଖୋର୍ଦ୍ଧା ଉପଖଣ୍ଡରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ

ଖୋର୍ଦ୍ଧା : ସଂକ୍ରମଣ କମିବା ପରେ ରାଜ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୋର୍ଦ୍ଧା ଉପଖଣ୍ଡରେ ଆଜିଠାରୁ ସମସ୍ତ ଧର୍ମାନୁଷ୍ଠାନ ଖୋଲିଛି ।ଭକ୍ତମାନେ ମଧ୍ୟ ଦୀର୍ଘଦିନର ବ୍ୟବଧାନ ପରେ ଭଗବନାଙ୍କୁ ଦର୍ଶନ କରିଛନ୍ତି । ପୁରା ପରିବେଶ ଭକ୍ତିମୟ ହୋଇପଡିଛି ।

ମନ୍ଦିରରେ ଭକ୍ତମାନେ ଭଗବାନଙ୍କୁ ଦର୍ଶନକରି ଧନ୍ୟ ମନେ କରୁଥିବା ବେଳେ ପୂଜକମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ପ୍ରଶାସନ ନେଇଥିବା ନିଷ୍ପତ୍ତି ଅନୁସାରେ ଧର୍ମାନୁଷ୍ଠାନ ଗୁଡିକ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ । ଶ୍ରଦ୍ଧାଳୁମାନେ ସକାଳ ୬ରୁ ସନ୍ଧ୍ୟା ୬ପର୍ଯ୍ୟନ୍ତ ଧର୍ମାନୁଷ୍ଠାନ ମାନଙ୍କରେ ଦର୍ଶନ କରିପାରିବେ ।

ଧର୍ମାନୁଷ୍ଠାନ ମାନଙ୍କରେ ପୂଜା ଓ ନୀତିକାନ୍ତି ପାଇଁ କେବଳ ପୂଜକ ରାତି ୮ଟା ପର୍ଯ୍ୟନ୍ତ ରହିପାରିବେ ବୋଲି ପ୍ରଶାସନ ବିଜ୍ଞପ୍ତି ଜାରି କରିଛି । ଧାର୍ମିକ ଅନୁଷ୍ଠାନକୁ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଯିବ , ଏଥିସହିତ ସାମାଜିକ ଦୂରତା ରଖିବା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.