ETV Bharat / state

'ସିଏଏକୁ ସମସ୍ତେ ସମର୍ଥନ କରିବା ଆବଶ୍ୟକ' - ଖୋର୍ଦ୍ଧା

ନାଗରିକ ସଂଶୋଧନ ଆଇନ (ସିଏଏ) ଦେଶ ପାଇଁ କେତେ ଜରୁରୀ ତାହା ସୋମବାର ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଖୋର୍ଦ୍ଧା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ଜାଣନ୍ତୁ ପୁରା ଖବର...

'ସିଏଏକୁ ସମସ୍ତେ ସମର୍ଥନ କରିବା ଆବଶ୍ୟକ'
'ସିଏଏକୁ ସମସ୍ତେ ସମର୍ଥନ କରିବା ଆବଶ୍ୟକ'
author img

By

Published : Jan 13, 2020, 9:49 PM IST

ଖୋର୍ଦ୍ଧା: ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ ମାନଙ୍କରେ ଥିବା ସଂଖ୍ୟାଲଘୁ ହିନ୍ଦୁ, ଶିଖ, ଖ୍ରୀଷ୍ଟିଆନ, ବୌଦ୍ଧ ଧର୍ମାବଲମ୍ବୀ ଲୋକମାନେ ନାହିଁନଥିବା ଧାର୍ମିକ ଉତ୍ପୀଡ଼ନର ଶିକାର ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ନାଗରିକ ଆଇନ କାର୍ଯ୍ୟକାରୀ କରିଛନ୍ତି ।

'ସିଏଏକୁ ସମସ୍ତେ ସମର୍ଥନ କରିବା ଆବଶ୍ୟକ'

କିନ୍ତୁ ଏହାକୁ କିଛି ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀ ବିରୋଧ କରୁଛନ୍ତି । ନାଗରିକ ସଂଶୋଧନ ଆଇନ ଦେଶ ପାଇଁ କେତେ ଜରୁରୀ ତାହା ସୋମବାର ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଖୋର୍ଦ୍ଧା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ଏହାକୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମର୍ଥନ କରିବାପାଇଁ ଆହ୍ବାନ ଦେଇଛନ୍ତି ସେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ସାଂସଦଙ୍କ ସାମ୍ବାଦିକ ସମ୍ମିଳନୀ

Body:ଖୋର୍ଦ୍ଧା : ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ ମାନଙ୍କରେଥିବା ସଂଖ୍ୟାଲଘୁ ହିନ୍ଦୁ,ଶିଖ,ଖ୍ରୀଷ୍ଟିଆନ,ବୌଦ୍ଧ ଧର୍ମାବଲମ୍ବୀ ଲୋକମାନେ ନାହିଁନଥିବା ଧାର୍ମିକ ଉତ୍ପୀଡ଼ନର ଶିକାର ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ସ୍ୱତନ୍ତ୍ର ନାଗରିକ ଆଇନ କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ଏହାକୁ କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ବିରୋଧ କରୁଛନ୍ତି । ନାଗରିକ ସଂଶୋଧନ ଆଇନ ଦେଶ ପାଇଁ କେତେ ଜରୁରୀ ତାହା ଆଜି ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଖୋର୍ଦ୍ଧା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ଏବଂ ଏହାକୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମର୍ଥନ କରିବାପାଇଁ ଆହ୍ୱାନ ଦେଇଛନ୍ତି ।

Conclusion:ବାଇଟ - ଅପରାଜିତା ଷଡଙ୍ଗୀ ,ସାଂସଦ ଭୁବନେଶ୍ୱର

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.