ETV Bharat / state

ଚିଲିକା ଡଙ୍ଗାବୁଡ଼ି ପରେ ତତ୍ପର ପ୍ରଶାସନ; କାଗଜପତ୍ର ଯାଞ୍ଚ ଆରମ୍ଭ

ଚିଲିକାରେ ଡଙ୍ଗାବୁଡ଼ି ପରେ ପ୍ରଶାସନର ତତ୍ପରତା। ଚନ୍ଦ୍ରାପୁଟ ଘାଟରେ କାଗଜପତ୍ର ଯାଞ୍ଚ। ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏହି ରେଡ୍ କରାଯାଉଛି। ଅଧିକ ଖବର ପଢନ୍ତୁ...

author img

By

Published : Feb 4, 2020, 9:55 PM IST

chilika boat
ଚିଲିକା ଡଙ୍ଗାବୁଡ଼ି ପରେ ତତ୍ପର ପ୍ରଶାସନ: ଆରମ୍ଭ ହେଲା କାଗଜପତ୍ର ଯାଞ୍ଚ

ଖୋର୍ଦ୍ଧା: ଚିଲିକାରେ ଡଙ୍ଗା ବୁଡ଼ି ଘଟଣା ଘଟିବା ପରେ ପ୍ରଶାସନର ତତ୍ପରତା। ଚନ୍ଦ୍ରାପୁଟ ଘାଟରେ ଚାଲିଛି କାଗଜପତ୍ର ଯାଞ୍ଚ। ଗତକାଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ଟାସ୍କଫୋର୍ସ ଗଠନ ହୋଇଥିଲା। ଆଜି ଚିଲିକା ଚନ୍ଦ୍ରାପୁଟ ଘାଟ ନିକଟରେ ଖୋର୍ଦ୍ଧା ଜିଲ୍ଲା ମତ୍ସ୍ୟ ଅଧିକାରୀ କ୍ଷେତ୍ରବାସୀ ବେହେରାଙ୍କ ଅଧ୍ୟକ୍ଷତାରେ ତହସିଲ କର୍ମଚାରୀ, ସିଡିଏ ଅଧିକାରୀ ମିଳିତ ଭାବେ ମାଛଧରା ଡଙ୍ଗାର ଫିଟନେସ ଓ ଲାଇସେନ୍ସ ଯାଞ୍ଚ କରିଛନ୍ତି।

ଚିଲିକା ଡଙ୍ଗାବୁଡ଼ି ପରେ ତତ୍ପର ପ୍ରଶାସନ: ଆରମ୍ଭ ହେଲା କାଗଜପତ୍ର ଯାଞ୍ଚ

ଏହି ସମୟରେ ପୁଣିଥରେ ଚନ୍ଦ୍ରାପୁଟ ଗ୍ରାମର ଏକ ମାଛଧରା ଡଙ୍ଗାରେ କିଛି ପରିବାର ଛୋଟ ଛୋଟ ପିଲାଙ୍କୁ ନେଇ ମା' କାଳିଜାଇଙ୍କ ନିକଟରେ ଭୋଜି କରିବାକୁ ବାହାରିଥିଲେ। ହେଲେ ପ୍ରଶାସନର ତାଗିଦ ପରେ ସେମାନେ ଏକ ଯାତ୍ରୀବାହୀ ଡଙ୍ଗା କରି ଯାଇଥିଲେ । ବାରମ୍ବାର ଚିଲିକାରେ ଏଭଳି ଦୁର୍ଘଟଣା ଘଟୁଥିବା ବେଳେ କେବେ ପ୍ରଶାସନ ଏବଂ ଯାତ୍ରୀ ସଚେତନ ହେବେ ତାହାହିଁ ବଡ଼ ପ୍ରଶ୍ନ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଚିଲିକାରେ ଡଙ୍ଗାବୁଡ଼ି ପରେ ପ୍ରଶାସନର ତତ୍ପରତା : ଆରମ୍ଭ କଲା ଡଙ୍ଗାଗୁଡିକର କାଗଜପତ୍ର ଯାଞ୍ଚ

Body:ଖୋର୍ଦ୍ଧା : ଚିଲିକାରେ ଡଙ୍ଗା ବୁଡ଼ି ଘଟଣା ଘଟିଲା ପରେ ଗତକାଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ଟାସ୍କଫୋର୍ସ ଗଠନ ହୋଇଥିଲା । ଏବଂ ଆଜି ଚିଲିକା ଚନ୍ଦ୍ରାପୁଟ ଘାଟ ନିକଟରେ ଖୋର୍ଦ୍ଧା ଜିଲ୍ଲା ଫିଶାରୀ ଅଧିକାରୀ କ୍ଷେତ୍ରବାସୀ ବେହେରାଙ୍କ ଅଧ୍ୟକ୍ଷତାରେ ତହସିଲ କର୍ମଚାରୀ, ସିଡିଏ ଅଧିକାରୀ ମିଳିତ ଭାବେ ମାଛଧରା ଡଙ୍ଗାଗୁଡିକର ଫିଟନେସ ଓ ଲାଇସେନ୍ସ ଯାଞ୍ଚ କରିଛନ୍ତି । କିନ୍ତୁ ଏହି ସମୟରେ ପୁଣିଥରେ ଚନ୍ଦ୍ରାପୁଟ ଗ୍ରାମର ଏକ ମାଛଧରା ଡଙ୍ଗାରେ କିଛି ପରିବାର ଛୋଟ ଛୋଟ ପିଲାଙ୍କୁ ନେଇ ମା କାଳିଜାଇ ଙ୍କ ନିକଟରେ ଭୋଜି କରିବାକୁ ବାହାରିଥିଲେ ହେଲେ ପ୍ରଶାସନର ତାଗିଦ ପରେ ସେମାନେ ଏକ ଯାତ୍ରୀବାହୀ ଡଙ୍ଗା କରି ଯାଇଥିଲେ । ତେବେ ବାରମ୍ବାର ଚିଲିକାରେ ଏଭଳି ଦୁର୍ଘଟଣା ଘଟୁଥିବା ବେଳେ କେବେ ପ୍ରଶାସନ ଏବଂ ଯାତ୍ରୀ ସଚେତନ ହେବେ ତାହାହିଁ ବଡ଼ ପ୍ରଶ୍ନ ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.