ETV Bharat / state

ରାଜ୍ୟସ୍ତରୀୟ ଆଞ୍ଚଳିକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଦେଉଳି ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଆଞ୍ଚଳିକ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଗତ ବୁଧବାର ଉଦ୍‌ଘାଟନ କରିଛନ୍ତି ବେଗୁନିଆ ବିଧାୟକ । ଆସନ୍ତା ୨୭ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି ।

author img

By

Published : Jan 21, 2021, 8:20 AM IST

Updated : Jan 21, 2021, 9:42 AM IST

ରାଜ୍ୟସ୍ତରୀୟ ଆଞ୍ଚଳିକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ରାଜ୍ୟସ୍ତରୀୟ ଆଞ୍ଚଳିକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଖୋର୍ଦ୍ଧା: ଜିଲ୍ଲା ବୋଲଗଡ ବ୍ଲକ ଦେଉଳି ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଆଞ୍ଚଳିକ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଗତ ବୁଧବାର ଉଦ୍‌ଘାଟନ କରିଛନ୍ତି ବେଗୁନିଆ ବିଧାୟକ । 4ଦିନ ବ୍ୟାପି ଏହି ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ଭୁବନେଶ୍ବର, ଢେଙ୍କାନାଳ ,କଟକ ,ବଲାଙ୍ଗୀର, ଭଞ୍ଜନଗର ଓ ଯାଜପୁର ଜିଲ୍ଲାର ଫୁଟବଲ ଦଳ ଯୋଗ ଦେବେ ।

ସେହିଭଳି ଆସନ୍ତା ୨୭ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି ।

ଉଦଘାଟନ ମ୍ୟାଚ ଭଦ୍ରକ ବନାମ ଫୁଲବାଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ 1-0ଗୋଲରେ ଫୁଲବାଣୀ ବିଜୟ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jan 21, 2021, 9:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.