ETV Bharat / state

ଖୋର୍ଦ୍ଧା ଷ୍ଟେସନରୁ ଗୁଜୁରାଟକୁ ଗଡିଲା ଶ୍ରମିକ ସ୍ପେଶାଲ ଟ୍ରେନ

author img

By

Published : Sep 13, 2020, 9:32 AM IST

ଗୁଜୁରାଟକୁ ଗଡିଲା ଶ୍ରମିକ ସ୍ପେଶାଲ ଟ୍ରେନ । ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରୁ ଯାତ୍ରା କଲେ 200ରୁ ଅଧିକ ଶ୍ରମିକ । ଅଧିକ ପଢନ୍ତୁ....

A special train rolled from Khordha station to Gujarat
ଖୋର୍ଦ୍ଧା ଷ୍ଟେସନରୁ ଗୁଜୁରାଟକୁ ଗଡିଲା ଶ୍ରମିକ ସ୍ପେଶାଲ ଟ୍ରେନ

ଖୋର୍ଦ୍ଧା : ଗୁଜୁରାଟ ପାଇଁ ଗଡିଲା ସ୍ବତନ୍ତ୍ର ଟ୍ରେନ । ଶ୍ରମିକଙ୍କୁ ନେଇଁ ସୁରତ ଯିବା ବେଳେ ବସ ଦୃଘଟଣାରେ ଆଠ ଜଣଙ୍କ ମୃତ୍ୟୁ ପରେ ରେଳ ବିଭାଗ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରୁ ଅହମଦାବାଦକୁ ଗଡିଲା ପ୍ରଥମ ଶ୍ରମିକ ସ୍ପେଶାଲ ଟ୍ରେନ । ଏହି ଟ୍ରେନରେ 200ରୁ ଅଧିକ ଶ୍ରମିକ ଯାତ୍ରା କରିଥିବା ବେଳେ ଟ୍ରେନଟି ମୋଟ 30ଟି ଷ୍ଟେସରେ ରହଣୀ କରିବାର ବ୍ୟବସ୍ଥା ରହିଛି । ସେହିପରି ଏହି ଟ୍ରେନ ଖୋର୍ଦ୍ଧା ରୋଡ଼ ଷ୍ଟେସନରୁ ପ୍ରତି ମଙ୍ଗଳବାର, ଗୁରୁବାର , ଶୁକ୍ରବାର ଓ ଶନିବାର ସଂନ୍ଧ୍ୟା 6ଟା 40 ମିନିଟରେ ଛାଡିବ ବୋଲି ସୂଚନା ମିଳିଛି ।

ସେହିପରି ଅହମଦାବାଦରୁ ପ୍ରତି ସୋମବାର, ଗୁରୁବାର , ଶନିବାର ଓ ରବିବାର ସଂନ୍ଧ୍ୟା 6.40 ମିନିଟରେ ଛାଡିବ ବୋଲି ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ମିଳିଛି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଯାତ୍ରୀଙ୍କୁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କାରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.