ETV Bharat / state

ଲକଡାଉନରେ ରକ୍ତ ସଙ୍କଟ ଦୂର ପାଇଁ ପୋଲିସର ରକ୍ତଦାନ ଶିବିର - blood donate camp by khordha police

ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିଷରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ।

a-blood-donate-camp-by-khordha-police
ଲକଡାଉନ ସମୟରେ ରକ୍ତ ସଙ୍କଟ ଦୂର ପାଇଁ ପୋଲିସ ପକ୍ଷରୁ ରକ୍ତଦାନ ଶିବିର
author img

By

Published : Apr 18, 2020, 8:06 PM IST

ଖୋର୍ଦ୍ଧା: ଜିଲ୍ଲା ପୋଲିସ ପକ୍ଷରୁ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ ରାଉତ ଏହି ଶିବିରକୁ ଉଦଘାଟନ କରିଛନ୍ତି ।

ଲକଡାଉନ ସମୟରେ ରକ୍ତ ସଙ୍କଟ ଦୂର ପାଇଁ ପୋଲିସ ପକ୍ଷରୁ ରକ୍ତଦାନ ଶିବିର

ଏସପି ଅଜୟ ପ୍ରତାପ ସ୍ବାଇଁଙ୍କ ସମେତ ଜିଲ୍ଲାର ବରିଷ୍ଠ ଓ କନିଷ୍ଠ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହି ରକ୍ତଦାନ କରିଛନ୍ତି । ଲକଡାଉନ ସମୟରେ ରକ୍ତ ଅଭାବକୁ ଦୂର କରିବା ନେଇ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିବା ଆୟୋଜକ କହିଛନ୍ତି । ପୂର୍ବରୁ ଜିଲାପାଳ ରକ୍ତଦାନ କରି ଅନ୍ୟମାନଙ୍କୁ ଏହି ମହାନ ଦାନରେ ସାମିଲ ହେବାକୁ ନିବେଦନ କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.