ETV Bharat / state

ଗାଁ ଭିତରୁ ଉଦ୍ଧାର ହେଲା 13 ଫୁଟ ଲମ୍ବର ଅଜଗର - kumarabasta village python

ଖୋର୍ଦ୍ଧା କୁମାରବସ୍ତ ଗ୍ରାମରୁ ଏକ 13 ଫୁଟୁ ଲମ୍ବର ଅଜଗର ସାପକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ଗାଁ ଭିତରୁ ଉଦ୍ଧାର ହେଲା 13 ଫୁଟ ଲମ୍ବର ଅଜଗର
ଗାଁ ଭିତରୁ ଉଦ୍ଧାର ହେଲା 13 ଫୁଟ ଲମ୍ବର ଅଜଗର
author img

By

Published : Jul 22, 2021, 9:02 PM IST

ଖୋର୍ଦ୍ଧା: ମଣିଷ ନିଜର ସ୍ବାର୍ଥ ସାଧନ ନିମନ୍ତେ ଜଙ୍ଗଲ କାଟି ସଫା କରି ଦେଉଛି । କେଉଁଠାରେ ସଭ୍ୟତାର ବିକାଶକୁ ଦୃଷ୍ଟିରେ ରଖି ନିର୍ମାଣ ହେଉଛି ଭିତ୍ତିପ୍ରସ୍ତର ତ ଆଉ କେଉଁଠି ସୃଷ୍ଟି ହେଉଛି ବସତି ନିମନ୍ତେ ବଡବଡ ଅଟ୍ଟାଳିକା । ତେଣୁ ଜଙ୍ଗଲରେ ରହୁଥିବା ଜୀବଜନ୍ତୁ ଖାଦ୍ୟ ଅନ୍ବେଷଣରେ ଜନବସତି ମୁଁହା ହେଉଥିବା ଦେଖାଯାଉଛି ।

ଗାଁ ଭିତରୁ ଉଦ୍ଧାର ହେଲା 13 ଫୁଟ ଲମ୍ବର ଅଜଗର

ଆଜି(ଗୁରୁବାର) ଖୋର୍ଦ୍ଧା କୁମାରବସ୍ତ ଗ୍ରାମରୁ ଏକ 13 ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ସ୍ଥାନୀୟ ଜଙ୍ଗଲରୁ କୁମାରବସ୍ତ ଗ୍ରାମର ପ୍ରଧାନ ସାହିକୁ ଏକ ଅଜଗର ସାପ ପଶି ଆସିବାରୁ ଗ୍ରାମବାସୀ ମାନେ ଅଜଗରକୁ ଧରି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଅଜଗରଟିକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରି ସ୍ଥାନୀୟ ବରୁଣେଇ ଜଙ୍ଗଲରେ ଛାଡିଥିବା ସୂଚନା ରହିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.