ETV Bharat / state

ଆସନ୍ତା ଦୁଇ ଦିନ ପାଇଁ 36 ଟ୍ରେନ ବାତିଲ, 3ଟି ଟ୍ରେନର ଗତିପଥ ପରିବର୍ତ୍ତନ - undergoing developement work of railway

ରେଳ ଲାଇନ ଆଧୁନିକୀକରଣ କାର୍ଯ୍ୟ ଚାଲୁଥିବା କାରଣରୁ 36ଟି ଟ୍ରେନକୁ ବାତିଲ କରାଯାଇଥିବା ରେଳ ବିଭାଗ ପକ୍ଷରୁ ନୋଟିସ ଜାରି ହୋଇଛି। କେଉଁ କେଉଁ ଟ୍ରେନ ବାତିଲ ହୋଇଛି ଜାଣିବା ପାଇଁ ଅଧିକ ପଢନ୍ତୁ

ଦୁଇ ଦିନ ପାଇଁ 36 ଟ୍ରେନ ବାତିଲ
ଦୁଇ ଦିନ ପାଇଁ 36 ଟ୍ରେନ ବାତିଲ
author img

By

Published : Jun 9, 2023, 10:27 PM IST

ଭୁବନେଶ୍ବର: ଆସନ୍ତା ଦୁଇ ଦିନ ପାଇଁ 36ଟି ଟ୍ରେନ୍‌ ବାତିଲ କରାଯାଇଛି । 2ଟି ଟ୍ରେନ୍‌ ସାମୟିକ ବାତିଲ କରାଯାଇଥିବା ବେଳେ 3ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି । ତେବେ ରେଳ ଲାଇନ ଆଧୁନିକୀକରଣ କାର୍ଯ୍ୟ ଚାଲୁଥିବା କାରଣରୁ ଏହି ସମସ୍ତ ଟ୍ରେନ୍‌କୁ ବାତିଲ କରାଯାଇଥିବା ଜଣାପଡିଛି । ଆଜି ସାଲିମାର ପୁରୀ ଏକ୍ସପ୍ରେସ ଟ୍ରେନ୍ ବାତିଲ ହୋଇଥିବା ଜଣାପଡିଛି ।

ଦୁଇ ଦିନ ପାଇଁ 36 ଟ୍ରେନ ବାତିଲ
ଦୁଇ ଦିନ ପାଇଁ 36 ଟ୍ରେନ ବାତିଲ

ଆସନ୍ତାକାଲି ବାତିଲ ହେବାକୁ ଥିବା ଟ୍ରେନଗୁଡିକ ହେଲା:

ଆସନ୍ତାକାଲି ଜଳେଶ୍ଵର ପୁରୀ ପାସେଞ୍ଜର, ପୁରୀ ଜଳେଶ୍ଵର ପାସେଞ୍ଜର୍, ପୁରୀ ବାଙ୍ଗିରିପୋଷି ଏକ୍ସପ୍ରେସ, ଖଗଡପୁର ଖୋର୍ଦ୍ଧା ଏକ୍ସପ୍ରେସ, ଖୋର୍ଦ୍ଧା ରୋଡ଼ ଖଡ଼ଗପୁର ଏକ୍ସପ୍ରେସ, ବାଲେଶ୍ଵର ଭୁବନେଶ୍ଵର ପାସେଞ୍ଜର୍, ଭୁବନେଶ୍ଵର ବାଲେଶ୍ଵର ପାସେଞ୍ଜର, ବାଲେଶ୍ଵର ଭଦ୍ରକ ପାସେଞ୍ଜର, ଭଦ୍ରକ ବାଲେଶ୍ବର ପାସେଞ୍ଜର, ସାଲିମାର ପୁରୀ ଏକ୍ସପ୍ରେସ ଏବଂ ହାଇଦ୍ରାବାଦ ସାଲିମାର ଏକ୍ସପ୍ରେସ ବାତିଲ ହୋଇଛି। ସେହିପରି ହାୱଡା ତିରୁପତି ଏକ୍ସପ୍ରେସ, ହାୱଡା ଭୁବନେଶ୍ଵର ଜନ ଶତାବ୍ଦୀ, ପୁରୀ ହାୱଡା ଶତାବ୍ଦୀ, ସାଲିମାର ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ, ଖଡ଼ଗପୁର ଯାଜପୁର କେନ୍ଦୁଝର ରୋଡ଼ ଏକ୍ସପ୍ରେସ, ହାୱଡା ଭଦ୍ରକ ଏକ୍ସପ୍ରେସ, ସାଲିମାର ପୁରୀ ଏକ୍ସପ୍ରେସ, ପୁରୀ ସାଲିମାର ଏକ୍ସପ୍ରେସ, ପୁରୀ ପାଟନା ସ୍ପେଶାଲ ଏକ୍ସପ୍ରେସ, ପୁରୀ ଦୀଘା ଏକ୍ସପ୍ରେସ, ବାଙ୍ଗାଲୁର କାମାକ୍ଷା ଏକ୍ସପ୍ରେସ, ବେଙ୍ଗାଲୁରୁ ଭାଗଲପୁର ଏକ୍ସପ୍ରେସ ଏବଂ କନ୍ୟାକୁମାରୀ ହାୱଡା ଏକ୍ସପ୍ରେସ୍‌ ଆଦି ଆସନ୍ତାକାଲି ବାତିଲ ରହିବ।

11 ତାରିଖ ଦିନ ବାତିଲ ହେବାକୁ ଥିବା ଟ୍ରେନ ଗୁଡ଼ିକ ହେଲା:

ବାଲେଶ୍ଵର ଭୁବନେଶ୍ଵର ପାସେଞ୍ଜର, ଭୁବନେଶ୍ଵର ହାୱଡା, ଯାଜପୁର କେନ୍ଦୁଝର ରୋଡ଼ ଖଡ଼ଗପୁର ଏକ୍ସପ୍ରେସ, ଭଦ୍ରକ ହାୱଡା ଏକ୍ସପ୍ରେସ, ପାଟନା ପୁରୀ ସ୍ପେଶାଲ ଏକ୍ସପ୍ରେସ, ଦୀଘା ପୁରୀ ଏକ୍ସପ୍ରେସ, ବାଙ୍ଗିରିପୋଷି ଭୁବନେଶ୍ଵର ଏକ୍ସପ୍ରେସ ଆଦି ବାତିଲ ରହିବ ।

ଗତିପଥ ପରିବର୍ତ୍ତନ ହୋଇଥିବା ଟ୍ରେନ ଗୁଡ଼ିକ ବିଷୟରେ ଜାଣନ୍ତୁ:

ଆସନ୍ତାକାଲି ଜୟାଙ୍ଗର ପୁରୀ ଏକ୍ସପ୍ରେସ, ଋଷିକେଶ ପୁରୀ ଏକ୍ସପ୍ରେସ ସମ୍ବଲପୁର ଅନୁଗୁଳ ଦେଇ ଚଳାଚଳ କରିବ । ସେହିପରି ପୁରୀ ଋଷିକେଶ ଏକ୍ସପ୍ରେସ ଟ୍ରେନ ଅନୁଗୁଳ ସମ୍ବଲପୁର ଏବଂ ଝାରସୁଗୁଡ଼ା ଦେଇ ଚଳାଚଳ କରିବ। ଅନ୍ୟପଟେ ଅଗରତାଲା ସିକନ୍ଦରାବାଦ ସ୍ପେଶଲ ଏକ୍ସପ୍ରେସର ମଧ୍ୟ ଗତିପଥ ପରିବର୍ତ୍ତନ କରାଯାଇଛି।

ଆସନ୍ତା ଦୁଇ ଦିନ ପାଇଁ ଉପରୋକ୍ତ 36ଟି ଟ୍ରେନ୍‌ ବାତିଲ ସହ ଦୁଇଟି ଟ୍ରେନ୍‌ ପାର୍ଟଲି ବାତିଲ କରାଯାଇଛି । ଏହାସହ 3ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି । ତେବେ ରେଳ ଲାଇନ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଥିବାରୁ ଏହି ସବୁ ଟ୍ରେନର ସମୟରେ ସାମୟିକ ପରିବର୍ତ୍ତନ କରାଯାଇଥିବା ରେଳ ବିଭାଗ ପକ୍ଷରୁ ନୋଟିସ୍‌ ଜାରି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.