ETV Bharat / state

ବଜ୍ରପାତରେ 2 ମୃତ, 3 ଗୁରୁତର - injured

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗିରେ ବଜ୍ରପାତ ନେଲା 2 ପ୍ରାଣ । ବିଲରେ କାମ କରୁଥିବାବେଳେ ବଜ୍ରାଘାତ ଯୋଗୁଁ 3 ଜଣ ଆହତ ମଧ୍ୟ ହୋଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jul 14, 2019, 8:55 PM IST

Updated : Jul 14, 2019, 9:29 PM IST

ଖୋର୍ଦ୍ଧା: ବଜ୍ରାଘାତ ଯୋଗୁଁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅଞ୍ଚଳର 2 ଜଣ ପ୍ରାଣ ହରାଇଛନ୍ତି । ଏହାସହ 3 ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ବିଲରେ କାମ କରୁଥିବାବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସୂଚନା ଅନୁଯାୟୀ, ରବିବାର ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅଞ୍ଚଳର ଜିତୁ ରାଉତ ଓ ନିକଟସ୍ଥ ଝରିଆ ଗ୍ରାମର ଝରିଆ ପଲେଇ ବିଲରେ କାମ କରୁଥିଲେ । ଏହି ସମୟରେ ବଜ୍ରପାତ ଘଟିଥିଲା । ଯେଉଁଥିରେ ଜିତୁ ଏବଂ ଝରିଆଙ୍କ ମୃତ୍ୟୁ ଘଟିଥିଲା ।

ତେବେ ନିକଟ କ୍ଷେତରେ କାମ କରୁଥିବା ଅନ୍ୟ ତିନିଜଣ ଏଥିରେ ଆହତ ହୋଇଥିଲେ । ଆହତଙ୍କୁ ପ୍ରଥମେ ଟାଙ୍ଗି ମେଡିକାଲ ନିଆଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଏଭଳି ଅଘଟଣ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ବଜ୍ରପାତରେ ଗଲା ୨ ଜୀବନ : ତିନି ଗୁରୁତର

ଖୋର୍ଦ୍ଧା : ଆଜି ବଜ୍ରପାତରେ ଦୁଇଜଣ ପ୍ରାଣ ହରାଇଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତି । Body:ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅଂଚଳର ଜିତୁ ରାଉତ ଓ ନିକଟସ୍ଥ ଝରିଆ ଗ୍ରାମର ଝରିଆ ପଲେଇ ବିଲରେ କାମ କରୁଥିବା ସମୟରେ ଏହି ବଜ୍ରପାତ ଘଟି ସେମାନଙ୍କର ପ୍ରାଣହାଣୀ ଘଟିଛି ଏବଂ ନିକଟ କ୍ଷେତରେ କାମକରୁଥିବା ଅନ୍ୟ ତିନିଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ପ୍ରଥମେ ଟାଙ୍ଗି ମେଡିକାଲ ନିଆଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । Conclusion:ଏଭଳି ଅଘଟଣ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ
Last Updated : Jul 14, 2019, 9:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.