ETV Bharat / state

ବେଆଇନ ମଦ ବ୍ୟବସାୟ କରି 2 ଗିରଫ

author img

By

Published : Jun 13, 2021, 9:11 PM IST

ଖୋର୍ଦ୍ଧା ସହର ମଧ୍ୟରେ ଥିବା ଭାରତ ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁଇଜଣ ବେଆଇନ ବିଦେଶୀ ମଦ ବ୍ୟବସାୟ କରୁଥିବାବେଳେ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

ବେଆଇନ ମଦ ବ୍ୟବସାୟ କରି 2 ଗିରଫ
ବେଆଇନ ମଦ ବ୍ୟବସାୟ କରି 2 ଗିରଫ

ଖୋର୍ଦ୍ଧା: ସାରା ରାଜ୍ୟରେ ଲାଗୁ ହୋଇଛି ଲକଡାଉନ ଓ ସଟଡାଉନ । କିନ୍ତୁ ଏହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ନିଶା ବ୍ୟବସାୟୀ ।

ବେଆଇନ ମଦ ବ୍ୟବସାୟ କରି 2 ଗିରଫ

ସେହିଭଳି ଖୋର୍ଦ୍ଧା ସହର ମଧ୍ୟରେ ଥିବା ଭାରତ ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁଇଜଣ ବେଆଇନ ବିଦେଶୀ ମଦ ବ୍ୟବସାୟ କରୁଥିବା ଆଦର୍ଶ ଥାନା ପୋଲିସ ସୂଚନା ପାଇ ଚଢ଼ାଉ କରିଥିଲା ।

ଚଢ଼ାଉ ସମୟରେ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ନୟାଗଡ଼ ଜିଲ୍ଲାର ଲୁଲୁ ବେହେରା ଓ ସୁବଳ ବେହେରା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.