ETV Bharat / state

ବାଇକ ଡିକି ଭାଙ୍ଗି ୧୫ହଜାର ଚୋରି - ୧୫ହଜାର ଚୋରି

ବାଇକ ଡିକି ଭାଙ୍ଗି 15 ହଜାର ଟଙ୍କା ଚୋରି । ବୋଲଗଡ ମେଡିକାଲ ଛକ ନିକଟରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ । ପୋଲିସର ତଦନ୍ତ ଜାରି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Sep 12, 2019, 8:33 PM IST

ଖୋର୍ଦ୍ଧା : ବାଇକ ଡିକି ଭାଙ୍ଗି 15 ହଜାର ଟଙ୍କା ଚୋରି । ବୋଲଗଡ ମେଡିକାଲ ଛକ ନିକଟରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ । ପୋଲିସର ତଦନ୍ତ ଜାରି ।

ସୂଚନା ଅନୁଯାୟୀ, ଅରଖପଲ୍ଳୀ ଅଞ୍ଚଳର ଜଣେ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ଆଣି ନିଜ ବାଇକ ଡିକିରେ ରଖିଥିଲେ । ସେଠାରୁ ସେ ବୋଲଗଡ ମେଡିକାଲ ଛକ ନିକଟରେ ଗାଡି ରଖି ଅନ୍ୟ କିଛି ଜିନିଷ କିଣିବାକୁ ଯାଇଥିଲେ । ହେଲେ ଜିନିଷ କିଣି ଫେରିବା ପରେ ତାଙ୍କ ବାଇକ ଡିକି ଭଙ୍ଗା ହୋଇଥିବା ବେଳେ ସେଥିରେ ଟଙ୍କା ନଥିବା ଜାଣିବାକୁ ପାଇଥିଲେ ।

ଏ ନେଇ ସେ ବୋଲଗଡ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ବାଇକ ଡିକି ଭାଙ୍ଗି ୧୫ହଜାର ଚୋରି

Body:ଖୋର୍ଦ୍ଧା : ବାଇକ ଡିକି ଭାଙ୍ଗି ୧୫ହଜାର ଚୋରି ହୋଇଥିବା ନେଇ ପୁଲିସ ନିକଟରେ ଆଜି ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଅରଖପଲ୍ଳୀ ଅଞ୍ଚଳର ଜଣେ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ଆଣି ନିଜ ବାଇକ ଡିକିରେ ରଖିଥିଲେ । ସେଠାରୁ ସେ ବୋଲଗଡ ମେଡିକାଲ ଛକ ନିକଟରେ ଗାଡି ରଖି ଅନ୍ୟ କିଛି ଜିନିଷ କିଣିବାକୁ ଯାଇଥିଲେ। ହେଲେ ଜିନିଷ କିଣି ଫେରିବା ପରେ ତାଙ୍କ ବାଇକ ଡିକି ଭଙ୍ଗା ହୋଇଥିବା ବେଳେ ସେଥିରେ ଟଙ୍କା ନଥିବା ଜାଣିବାକୁ ପାଇଥିଲେ । ଏ ନେଇ ସେ ବୋଲଗଡ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.