ଖୋର୍ଦ୍ଧା: ଖୋର୍ଦ୍ଧାରୁ ବ୍ରାଉନସୁଗାର ଜବତ ସହ ଜଣଙ୍କୁ ଗିରଫ କରିଛି ଆଦର୍ଶ ଥାନା ପୋଲିସ । ଗିରଫ ଯୁବକ ଜଣକ ସ୍ଥାନୀୟ ଗୁରୁଜଙ୍ଗ ଅଞ୍ଚଳର ଟୁକୁନା ସାହୁ ବୋଲି ପୋଲିସ ଏକ ପ୍ରେସ ବିବୃତିରେ ଜଣାଇଛି ।
14.03 ଗ୍ରାମ ବ୍ରାଉନସୁଗାର, ଏକ ମୋବାଇଲ ଫୋନ ଜବତ ସହ ଜଣେ ଯୁବକକୁ ଗିରଫ କରିଛି ପୋଲିସ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ