ETV Bharat / state

ଖୋର୍ଦ୍ଧାରେ ପହଞ୍ଚିଲେ ବେଙ୍ଗାଲୁରୁରୁ ଆସିଥିବା 1199 ପ୍ରବାସୀ ଓଡ଼ିଆ

ପ୍ରଥମ ପର୍ଯ୍ୟାୟରେ କେରଳରୁ ବାହାରିଥିବା ସ୍ୱତନ୍ତ୍ର ଟ୍ରେନରେ 23 ଜିଲ୍ଲାର 1150 ଜଣ ପ୍ରବାସୀ ଫେରିଥିବା ବେଳେ ଆଜି ବେଙ୍ଗାଲୁରୁରୁ ଏକ ସ୍ୱତନ୍ତ୍ର ଟ୍ରେନରେ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ପହଞ୍ଚିଛନ୍ତି 1199 ଜଣ ପ୍ରବାସୀ ଓଡ଼ିଆ । ଅଧିକ ପଢନ୍ତୁ...

author img

By

Published : May 4, 2020, 12:50 PM IST

1199 migrant Oriya reached Khurdha station from bangalore
ଖୋର୍ଦ୍ଧା ଷ୍ଟେସନରେ ପହଞ୍ଚିଲେ ବାଙ୍ଗାଲୁରରୁ 1199 ପ୍ରବାସୀ ଓଡ଼ିଆ

ଖୋର୍ଦ୍ଧା: ଲକଡାଉନରେ ବାହାର ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅପରେସନ । ପ୍ରଥମ ପର୍ଯ୍ୟାୟରେ କେରଳରୁ ବାହାରିଥିବା ସ୍ୱତନ୍ତ୍ର ଟ୍ରେନରେ 23 ଜିଲ୍ଲାର 1150 ଜଣ ପ୍ରବାସୀ ଫେରିଥିବା ବେଳେ ଆଜି ବେଙ୍ଗାଲୁରୁରୁ ଏକ ସ୍ୱତନ୍ତ୍ର ଟ୍ରେନରେ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ପହଞ୍ଚିଛନ୍ତି 1199 ଜଣ ପ୍ରବାସୀ ଓଡ଼ିଆ ।

ଖୋର୍ଦ୍ଧା ଷ୍ଟେସନରେ ପହଞ୍ଚିଲେ ବେଙ୍ଗାଲୁରୁରୁ ଆସିଥିବା 1199 ପ୍ରବାସୀ ଓଡ଼ିଆ

ପ୍ରବାସୀ ମାନେ ଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କର ସ୍କ୍ରିନିଂ ଓ ପଞ୍ଜିକରଣ କରିଛି ପ୍ରଶାସନ । ସେମାନଙ୍କର ଜିଲ୍ଲା ୱାରି ବସ ଯୋଗେ ସମ୍ପୃକ୍ତ ଅଞ୍ଚଳକୁ ପଠାଯିବାର ବ୍ୟବସ୍ଥା କରାଯିବା ସହ ପ୍ରତ୍ୟକଙ୍କ ପାଇଁ ଖାଦ୍ୟ ପୁଡ଼ିଆର ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.