ETV Bharat / state

ଟ୍ରକ ଭ୍ୟାନ ଧକ୍କା: 2 ମୃତ, 6 ଗୁରୁତର - ସଡକ ଦୁର୍ଘଟଣା

20 ନଂ ଜାତୀୟ ରାଜପଥରେ ଥିବା ମାର୍ଶାପାଳ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ପଛ ପଟୁ ଭ୍ୟାନ ଧକ୍କା ଦେବାରୁ ଘଟଣାସ୍ଥଳରେ 2ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 6 ଜଣ ଗୁରୁତର ହୋଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
author img

By

Published : Sep 18, 2019, 2:43 AM IST

ଆନନ୍ଦପୁର: 20 ନଂ ଜାତୀୟ ରାଜପଥରେ ଥିବା ମାର୍ଶାପାଳ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ପଛ ପଟୁ ଭ୍ୟାନ ଧକ୍କା ଦେବାରୁ ଘଟଣାସ୍ଥଳରେ 2ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 6 ଜଣ ଗୁରୁତର ହୋଇଛନ୍ତି । ଏଥିସହ ଭ୍ୟାନରେ ଥିବା ଅନ୍ୟ 4 ୟାତ୍ରୀ ଆହତ ହୋଇଛନ୍ତି । ଗୁରୁତର ଓ ଆହତମାନଙ୍କୁ ତୁରନ୍ତ ଆନନ୍ଦପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ସୂଚନା ଅନୁଯାୟୀ ମଙ୍ଗଳବାର ଗୟାରୁ ପିଣ୍ଡଦାନ ସାରି ଫେରୁଥିବା ସମୟରେ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଛନ୍ତି ଭ୍ୟାନରେ ଥିବା ଯାତ୍ରୀ । ତେବେ ଭ୍ୟାନରେ ଥିବା ଯାତ୍ରୀମାନେ ମଧ୍ୟପ୍ରଦେଶର ହୋଇଥିବା ଜଣା ପଡିଛି । ଅନ୍ୟପଟେ ଘଟଣାରେ ଗୁରୁତର ଥିବା 6 ଜଣଙ୍କ ମଧ୍ୟରେ 3 ଜଣ ମହିଳା ଥିବା ନେଇ ଜଣା ପଡିଛି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:Anandapur
ଘଷିପୁରା ଥାନା ଏନଏଚ ୨୦ ମାର୍ଶାପାଳ ଛକ ଠାରେ ଗାଡ଼ି ଧକାରେ ୨ତୀର୍ଥଯାତ୍ରୀ ମୃତ୧୦ ଆହାତ । ମଧ୍ୟ ପ୍ରଦେଶ ଗୟା ରାମପୁରା ଗ୍ରାମରୁ ତୀର୍ଥଯାତ୍ରା ରେ ଆସିଥିଲେ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.