ETV Bharat / state

ଅଜଣା ଯୁବକର ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - ଯୁବକକୁ ହତ୍ୟା କରାଯାଇଥିବା ସନ୍ଦେହ

କେନ୍ଦୁଝର ସଦର ଥାନା ଅଞ୍ଚଳରେ ଏକ ଅଜଣା ଯୁବକର ମୃତଦେହ ଉଦ୍ଧାର ହୋଇଛି । ଜଙ୍ଗଲ ମଧ୍ୟରେ ମୃତ ଦେହକୁ ରଶି ମଧ୍ଯମରେ ଗଛରେ ଝୁଲୁଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କେନ୍ଦୁଝର
author img

By

Published : Oct 29, 2019, 10:29 AM IST

କେନ୍ଦୁଝର : ଅଜଣା ଯୁବକର ଗଳିତ ମୃତଦେହ ଉଦ୍ଧାର । ଯୁବକକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତଦେହ ବର୍ତ୍ତମାନ ପର୍ଯ୍ୟନ୍ତ ଚିହ୍ନଟ କରାଯାଇନାହିଁ ।

ସୂଚନା ଅନୁଯାୟୀ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ମୌଦାନକେଲା ପଞ୍ଚାୟତର ବାସୁଦେବପୁର ଜଙ୍ଗଲ ମଧ୍ୟରେ ଯୁବକଟି ଏକ ରଶି ଲଗେଇ ଓହଳି ଥିବା ଦେଖିବାକୁ ମିଳିଛି । ଯୁବକଙ୍କୁ କିଏ ମାରି ଟାଙ୍ଗି ଦେଇଥିବା ସନ୍ଦେହ କରାଯାଇଛି । ଘଟଣା ସ୍ଥଳରେ ବର୍ତ୍ତମାନ ପର୍ଯନ୍ତ ପୋଲିସ ପହଞ୍ଚିନାହିଁ ।

ଅଜଣା ଯୁବକର ମୃତ ଦେହ ଉଦ୍ଧାର

ଘଟଣାସ୍ଥଳରୁ ଯୁବକର ଜ୍ୟାକେଟ ଓ ଚପଲ ମିଳିଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ଜମା ହୋଇ ଯାଇଥିବା ବେଳେ ପୋଲିସ ପହଞ୍ଚି ନଥିବା ସୂଚନା ମିଳିଛି । ପ୍ରକାଶ ଯେ ଉକ୍ତ ଅଞ୍ଚଳରେ ରାସ୍ତା କଡରେ ଦୁଇ ଦିନ ତଳେ ଏକ ଅଟୋ ଛିଡା ହୋଇଥିବା ବେଳେ କେହି ନଥିବା ଦେଖି ସଦର ପୋଲିସ ଗାଡିଟିକୁ ଜବତ କରିଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:Body:ସ୍ଲଗ- ଅଜଣା ଯୁବକ ର ମୃତ ଦେହ ଉଦ୍ଧାର,ହତ୍ୟା ସନ୍ଦେହ
ଆଙ୍କର-ଆଜି ସକାଳୁ ମୈଦାନକେଲ ପଞ୍ଚାୟତ ର ବାସୁଦେବପୁର ଜଙ୍ଗଲ ରୁ ଏକ ଯୁବକ ର ମୃତ ଦେହ ଉଦ୍ଧାର ହୋଇଛି । ଜଙ୍ଗଲ ମଧ୍ୟରେ ଉକ୍ତ ଯୁବକ ଟି ଏକ ରଶି ଲଗେଇ ଓହଳି ଥିବା ଦେଖିବାକୁ ମିଳିଛି । ଯୁବକ ଟି ପଚି ଗନ୍ଧ ବାହାରୁ ଥିବାରୁ ତାକୁ କିଏ ମାରି ଟାଙ୍ଗି ଦେଇଥିବା ସନ୍ଦେହ କରା ଯାଇଛି । ଯୁବକ ର ପରିଚୟ ମିଳିପାରିନାହିଁ । ଘଟଣା ସ୍ଥଳରେ ଯୁବକର ଜ୍ୟାକେଟ, ଚପଲ ଆଦି ମିଳିଛି। ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ଜମା ହୋଇ ଯାଇଥିବା ବେଳେ ପୋଲିସ ପହଞ୍ଚି ନଥିବା ସୂଚନା ମିଳିଛି । ପ୍ରକାଶ ଯେ ଉକ୍ତ ଅଞ୍ଚଳରେ ରାସ୍ତା କଡରେ ଦୁଇ ଦିନ ତଳେ ଏକ ଅଟୋ ଛିଡା ହୋଇଥିବା ବେଳେ କେହି ନଥିବା ଦେଖି ସଦର ପୋଲିସ ଗାଡିଟିକୁ ଜବତ କରିଥିଲା ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.