ETV Bharat / state

Bishweswar Tudu In Keonjhar: ସମସ୍ୟା ପଚାରି ବୁଝିଲେ, ସମାଧାନର ପ୍ରତିଶ୍ରୁତି ଦେଲେ - ଏମଏସଏମଇ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ନ୍ୟୁଜ

ଦିନିକିଆ କେନ୍ଦୁଝର ଗସ୍ତରେ କେନ୍ଦ୍ର ଗ୍ରାମୀଣ ଜଳ ଯୋଗାଣ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡୁ(Union Minister Bishweswar Tudu In Keonjhar) । ବିଭିନ୍ନ ସମସ୍ୟା ପଚାରି ବୁଝିଲେ, ସମାଧାନର ପ୍ରତିଶ୍ରୁତି ଦେଲେ । ଅଧିକ ପଢନ୍ତୁ

Bishweswar Tudu In Keonjar: ସମସ୍ୟା ପଚାରି ବୁଝିଲେ, ସମାଧାନର ପ୍ରତିଶ୍ରୁତି ଦେଲେ

author img

By

Published : Dec 28, 2021, 3:56 PM IST

କେନ୍ଦୁଝର: ଦିନିକିଆ କେନ୍ଦୁଝର ଗସ୍ତରେ ଆସି ପହଞ୍ଚିଛନ୍ତି କେନ୍ଦ୍ର ଗ୍ରାମୀଣ ଜଳ ଯୋଗାଣ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡୁ(Union Minister Bishweswar Tudu In Keonjhar) । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ସାଧାରଣ ସଭା ମଜଦୁର ସଂଘ ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ କରାଯାଇଛି ।

Bishweswar Tudu In Keonjar: ସମସ୍ୟା ପଚାରି ବୁଝିଲେ, ସମାଧାନର ପ୍ରତିଶ୍ରୁତି ଦେଲେ

ଏହି ଅବସରରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭାରତୀୟ ମଜଦୁର ସଂଘ ସହ ଅନୁବନ୍ଧିତ ୨୮ଟି ସଂଗଠନ ପକ୍ଷରୁ କେନ୍ଦ୍ର ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ମଜଦୁର ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରାଯାଇଥିଲା । ସଂଘ ପକ୍ଷରୁ ଉସ୍ଥାପିତ ହୋଇଥିବା ସମସ୍ୟାଗୁଡିକୁ ରାଜ୍ୟ ଓ କେନ୍ଦ୍ର ସହ ଆଲୋଚନା କରି ସମାଧାନ କରିବେ ବୋଲି ମନ୍ତ୍ରୀ କହିଛନ୍ତି । ଅପରାହ୍ନରେ ସାହରପଡା ଠାରେ ଏକଲବ୍ୟ ବିଦ୍ୟାଳୟର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ସାରି ମନ୍ତ୍ରୀ ଦିଲ୍ଲୀ ଫେରିଯିବେ ବୋଲି ସୂଚନା ମିଳିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.