ETV Bharat / state

ତିନି ଦିନିଆ କେନ୍ଦୁଝର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଦଳୀୟ କାର୍ଯ୍ୟରେ ସାମିଲ

author img

By

Published : Jul 30, 2022, 7:23 AM IST

କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ୩ ଦିନିଆ ଜିଲ୍ଲା ଗସ୍ତ କରି ଦଳୀୟ କାର୍ଯ୍ୟରେ ଯୋଗଦେଇଛନ୍ତି । ଅଧିକ ପଢନ୍ତୁ

3 ଦିନିଆ କେନ୍ଦୁଝର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା

କେନ୍ଦୁଝର: କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ୩ ଦିନିଆ ଜିଲ୍ଲା ଗସ୍ତରେ ଅଛନ୍ତି । ପ୍ରଥମ ଦିନରେ ସେ ଦଳୀୟ କାର୍ଯ୍ୟରେ ଯୋଗଦେବା ସହ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି । କେନ୍ଦୁଝର ପୁରୁଣା ସହର ଠାରେ ପହଞ୍ଚିବା ପରେ ଦଳୀୟ କର୍ମକର୍ତ୍ତାମାନେ ତାଙ୍କୁ ଭବ୍ୟ ସ୍ଵାଗତ କରିଥିଲେ । ଏହାପରେ ସେ କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିଥିଲେ ।

କେନ୍ଦ୍ରମନ୍ତ୍ରୀ ନିଜର ୩ ଦିନିଆ ଜିଲ୍ଲା ଗସ୍ତରେ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କ ସହ ସାଧାରଣ ଜନତାଙ୍କ ସହିତ ସାକ୍ଷାତ କରି କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ ହେଉଛନ୍ତି । ବିଭାଗୀୟ ଅଧିକାରୀଙ୍କ ସହିତ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.