ETV Bharat / state

ବର୍ଷକର ଭଣଜା ଉପରେ ଗରମ ପାଣି ଢାଳିଲା ମାମୁଁ

author img

By

Published : Aug 21, 2020, 8:11 PM IST

କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କୃଷ୍ଣପୁର ଗାଁରେ ବର୍ଷକର ଭଣଜା ଉପରେ ମାମୁଁ ମଦ ନିଶାରେ ଗରମପାଣି ଢାଳି ଦେଇଥିବା ଅଭିଯୋଗ ହୋଇଛି ।

ବର୍ଷକର ଭଣଜା ଉପରେ ଗରମ ପାଣି ଢାଳିଲା ମାମୁଁ
ବର୍ଷକର ଭଣଜା ଉପରେ ଗରମ ପାଣି ଢାଳିଲା ମାମୁଁ

କେନ୍ଦୁଝର: ମଦ ନିଶାର ବର୍ଷକର ଭଣଜା ଉପରେ ଗରମ ପାଣି ଢାଳିଲା ମାମୁଁ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କୃଷ୍ଣପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ବର୍ଷକର ଶିଶୁ ଉପରେ ମାମୁଁ ମଦ ନିଶାରେ ଗରମପାଣି ଢାଳି ଦେଇଥିବା ଅଭିଯୋଗ ହୋଇଛି ।

ବର୍ଷକର ଭଣଜା ଉପରେ ଗରମ ପାଣି ଢାଳିଲା ମାମୁଁ

ସୂଚନା ମୁତାବକ, ଗତକାଲି ଶିଶୁଟି ନିଜ ମା ସଯୁକ୍ତା ପାତ୍ରଙ୍କ ସହିତ ମାମୁଁ ଘର କୃଷ୍ଣପୁର ଗାଁ କୁ ଆସିଥିଲେ । ତେବେ ଘରୋଇ ଝଗଡାକୁ ନେଇ ମାମୁଁ ବଲଭଦ୍ର ପାତ୍ର ଭଣଜା ଲିକୁନ ପାତ୍ର ଦେହରେ ଗରମ ପାଣି ଢାଇଥିଲେ । ଏହି ସମୟରେ ସେ ମଦ ନିଶାରେ ଥିବା ଅଭିଯୋଗ ହୋଇଛି । ତେବେ ଶିଶୁଟିକୁ ଗୁରୁତର ଅବସ୍ଥାରେ ତେଲକୋଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଶିଶୁର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣା ପଡିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.