ETV Bharat / state

ସର୍ଟ ସର୍କିଟ ହୋଇ ଜଳିଗଲା ଟ୍ରକ; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ହେଲ୍ପର

author img

By

Published : Jun 11, 2020, 6:48 AM IST

Updated : Jun 11, 2020, 8:39 AM IST

ଗୁରୁବାର) ସକାଳୁ ଢେଙ୍କିକୋଟ ଟୋଲଗେଟ ନିକଟରେ ଏକ ଦଶଚକିଆ ଟ୍ରକ ଜଳିଯାଇଛି । ଟ୍ରକଟି ଟୋଲଗେଟ ନିକଟରେ ଠିଆ ହୋଇଥିବା ବେଳେ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିବା ଜଣା ପଡ଼ିଛି । ଅଧିକ ପଢନ୍ତୁ...

ସର୍ଟସର୍କିଟରୁ ଜଳିଗଲା ଟ୍ରକ, ଡ୍ରାଇଭର ହେଲପର ସୁରକ୍ଷିତ

କେନ୍ଦୁଝର: ଆଜି(ଗୁରୁବାର) ସକାଳୁ ଢେଙ୍କିକୋଟ ଟୋଲଗେଟ ନିକଟରେ ଏକ ଦଶଚକିଆ ଟ୍ରକ ଜଳିଯାଇଛି । ଟ୍ରକଟି ଟୋଲଗେଟ ନିକଟରେ ଠିଆ ହୋଇଥିବା ବେଳେ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିବା ଜଣା ପଡ଼ିଛି ।

ଟ୍ରକଟି ଦୀର୍ଘ ସମୟ ଜଳୁଥିବା ବେଳେ ଡ୍ରାଇଭର ଓ ହେଲପର ସୁରକ୍ଷିତ ରହିଥିବା ଜଣାପଡ଼ିଛି । ଗାଡିଟି ତାଳଚେର ଅଞ୍ଚଳର ହୋଇଥିବା ବେଳେ ମାଲିକଙ୍କ ନାମ ହରମୋହନ ମହାନ୍ତ ବୋଲି ସୂଚନା ମିଳିଛି । ଖବର ପାଇ ଘଟଗାଁ ଦମକଳ ବାହିନୀ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Jun 11, 2020, 8:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.