ETV Bharat / state

କେନ୍ଦୁଝରରେ ଘୂର୍ଣ୍ଣିଝଡ, ଭାଙ୍ଗିଲା 15ରୁ ଉର୍ଦ୍ଧ୍ବ ଛପର ଘର - କେନ୍ଦୁଝରରେ ଘୂର୍ଣ୍ଣିଝଡ

ଜିଲ୍ଲାର ବିଭିନ୍ନ ଗ୍ରାମରେ ଘୂର୍ଣ୍ଣିଝଡ କାରଣରୁ ଗଛ ଭାଙ୍ଗି ଛପର ଘର ଉପରେ ପଡିଛି । ଫଳରେ ଅନେକ ଘରର ଛାତ ଭାଙ୍ଗିରୁଜି ଯାଇଛି । ଅଧିକ ପଢନ୍ତୁ...

tornado situation in keonjhar
ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Jan 30, 2020, 9:23 PM IST

କେନ୍ଦୁଝର: ଜିଲ୍ଲାର ବିଭିନ୍ନ ଗ୍ରାମରେ ଘୂର୍ଣ୍ଣିଝଡ କାରଣରୁ ଗଛ ଭାଙ୍ଗି ଛପର ଘର ଉପରେ ପଡିଛି । ଫଳରେ ଅନେକ ଘରର ଛାତ ଭାଙ୍ଗିରୁଜି ଯାଇଛି । ବୁଧବାର ରାତିରେ ପ୍ରବଳ ବର୍ଷା ହୋଇଥିବା ବେଳେ ଆଜି(ଗୁରୁବାର) ଅପରାହ୍ନରେ ନେଲୁଙ୍ଗ ପଞ୍ଚାୟତ ବେଲପାଣି, ବେଲଦା ଆଦି ଗ୍ରାମରେ ଘୂର୍ଣ୍ଣିଝଡ ହୋଇଥିବା ଦେଖିବାକୁ ମିଳିଛି । ଘୂର୍ଣ୍ଣିଝଡ କାରଣରୁ ଏକାଧିକ ଗଛ ଭାଙ୍ଗିବା ସହ ପ୍ରାୟ 15ରୁ ଉର୍ଦ୍ଧ୍ବ ଛପର ଘର ଭାଙ୍ଗି ଯାଇଛି । ତେବେ ଏନେଇ ଗ୍ରାମବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:କେନ୍ଦୁଝର ବିଭିନ୍ନ ସ୍ଥାନରେ ଘୁର୍ଣ୍ଣିବାତ୍ୟା Body:କେନ୍ଦୁଝର ବିଭିନ୍ନ ଗ୍ରାମରେ ଘୃଣ୍ଣିଝଡ଼ ଭାଙ୍ଗିଲା ଗଛ ଉଡିଲା ଛପର ।କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ଗତକାଲି ରାତିରେ ବର୍ଷା ହୋଇଥିବା ବେଳେ ଆଜି ଅପରାହ୍ନରେ ନେଲୁଙ୍ଗ ପଞ୍ଚାୟତ ବେଲପଶି ,ବେଲଦା ଆଦି ବଗ୍ରାମରେ ଘୁର୍ଣ୍ଣି ଝଡ ହୋଇଥିବା ଦେଖିବାକୁ ମିଳିଛି । ଘୁର୍ଣ୍ଣିଝଡ଼ ଯୋଗୁ ଏକାଧିକ ଗଛ ଭାଙ୍ଗି ପଡିଛି ଏଥି ସହିତ ୧୫ ରୁ ଉର୍ଦ୍ଧ ଲୋକଙ୍କ ଘରର ଛପର ଉଡିଯାଇଛି । ଗଛ ଡାଳ ପଡି ଲୋକଙ୍କ ଘରର ଟାଇଲ ଛପର ମଧ୍ୟ ଭାଙ୍ଗି ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ଏନେଇ ଗ୍ରାମବାସୀ ଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.