ETV Bharat / state

ଆଜି ପଣା ସଂକ୍ରାନ୍ତି, ଘଟଗାଁ ପୀଠ ଖାଁ ଖାଁ - କୋରୋନା ପାଇଁ ଭକ୍ତଙ୍କୁ ମନା ମନ୍ଦିର

ପଣା ସଂକ୍ରାନ୍ତିରେ ଘଟଗାଁ ପୀଠରେ ନାହିଁ ଭକ୍ତଙ୍କ ଗହଳି । ଖାଁ ଖାଁ ଲାଗୁଛି ମନ୍ଦିର ପରିବେଶ । ଅଧିକ ପଢନ୍ତୁ....

There is no crowd of devotees at Ghatgaon Peeth
ଘଟଗାଁ ପୀଠରେ ନାହିଁ ଭକ୍ତଙ୍କ ଗହଳି
author img

By

Published : Apr 13, 2020, 12:45 PM IST

କେନ୍ଦୁଝର : କୋରୋନା ପାଇଁ ସାରା ଦେଶରେ ଜାରି ରହିଛି ଲକ ଡାଉନ । ପଣା ସଂକ୍ରାନ୍ତିରେ ଘଟଗାଁ ପୀଠରେ ନାହିଁ ଭକ୍ତଙ୍କ ଗହଳି । ତାରିଣୀଙ୍କର ମୁଖ୍ୟ ପର୍ବ ଭାବେ ଚଇତି ପର୍ବରେ ମଧ୍ୟ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇ ସମସ୍ତ ନୀତିକାନ୍ତି ଚାଲିଛି । ସାତ ଦିନ ଅନୁଷ୍ଠିତ ହୋଇଥାଏ ଏହି ପର୍ବ ।

ଘଟଗାଁ ପୀଠରେ ନାହିଁ ଭକ୍ତଙ୍କ ଗହଳି

ତେବେ ସୋମବାର ପଣା ସଂକ୍ରାନ୍ତି ହୋଇଥିବାରୁ ତାରିଣୀଙ୍କ ପୀଠରେ ସ୍ବତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଇ ସୁନାବେଶ ହୋଇଥିଲା । ତେବେ କୋରୋନା ପାଇଁ ଭକ୍ତଙ୍କୁ ମନ୍ଦିରକୁ ପ୍ରବେଶ ପାଇଁ ବାରଣ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.