ETV Bharat / state

ଜିଲ୍ଲା ପରିଷଦ ବୈଠକ, ଧାନ ସଂଗ୍ରହ ଉପରେ ଗୁରୁତ୍ୱ

author img

By

Published : Jan 22, 2021, 10:36 PM IST

ଶୁକ୍ରବାର ସ୍ଥାନୀୟ ଦରବାର ହଲ ଠାରେ ପଞ୍ଚମ ଜିଲ୍ଲା ପରିଷଦର ନବମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ପଞ୍ଚମ ଜିଲ୍ଲା ପରିଷଦର ନବମ ଅଧିବେଶନ ଅନୁଷ୍ଠିତ

କେନ୍ଦୁଝର: ପଞ୍ଚମ ଜିଲ୍ଲା ପରିଷଦର ନବମ ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି । ଶୁକ୍ରବାର ସ୍ଥାନୀୟ ଦରବାର ହଲ ଠାରେ ପଞ୍ଚମ ଜିଲ୍ଲା ପରିଷଦର ନବମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ପରିଷଦ ଅଧକ୍ଷା କମଳିନୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । କୋଭିଡ କଟକଣା ପରେ ଅନୁଷ୍ଠିତ ଏହି ବୈଠକରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ନେଇ ମୁଖ୍ୟତଃ ଆଲୋଚନା ହୋଇଥିଲା ।

ଏମଏସପି ଦରରେ ଚାଷୀ କିପରି ଧାନ ବିକ୍ରି କରିବେ ବୈଠକରେ ସମସ୍ତ ସଦସ୍ୟ ଗୁରତ୍ବ ଦେଇଥିଲେ । ଏହା ସହ କୃଷି, ବିଜୁଳି, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ, ଜଳଛାୟା ପ୍ରକଳ୍ପ ଗୁଡିକ ସଠିକ ଭାବେ ପରିଚାଳନା ନେଇ ଚର୍ଚ୍ଚା ହୋଇଥିଲା । ବୈଠକରେ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ, ଜିଲ୍ଲା ପରିଷଦ ସଦସ୍ୟ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.