ETV Bharat / state

ମାଛ ଦୋକାନ ଜାଳି ଦେଲେ ଦୁର୍ବୃତ୍ତ - fish shop was set in anandpur

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସାଇଁକୁଳ ଫାଣ୍ଡି ନିକଟ ବରପଦା ଛକରେ ମାଛଦୋକାନ ଜାଳି ଦେଲେ ଦୁର୍ବୃତ୍ତ । ଫଳରେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମାଛଦୋକାନ ଜାଳି ଦେଲେ ଦୁର୍ବୃତ୍ତ
ମାଛଦୋକାନ ଜାଳି ଦେଲେ ଦୁର୍ବୃତ୍ତ
author img

By

Published : Oct 25, 2020, 4:10 PM IST

ଆନନ୍ଦପୁର: ମାଛଦୋକାନ ଜାଳି ଦେଲେ ଦୁର୍ବୃତ୍ତ । ଫଳରେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସାଇଁକୁଳ ଫାଣ୍ଡି ନିକଟ ବରପଦା ଛକରେ । ୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଦୋକାନରେ କେହି ଦୁର୍ବୃତ୍ତ ଶନିବାର ବିଳମ୍ବିତ ରାତିରେ ନିଆଁ ଲଗାଇ ଦେଇଥିଲେ ।

ମାଛଦୋକାନ ଜାଳି ଦେଲେ ଦୁର୍ବୃତ୍ତ

ଖବର ପାଇଁ ଅଗ୍ନିଶମ ବିଭାଗ ପହିଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ ଦୋକାନୀ ସୁଧିରୀ ବେହାର ସାଇଁକୁଳ ଫାଣ୍ଡିରେ ଏତଲା ଦେଇଛନ୍ତି । ଏଥିରେ ତାଙ୍କ ଦୋକାନରେ ଥିବା ଫ୍ରିଜରେ ୪୦ ହଜାର ଟଙ୍କା ମାଛ ସହ ଫ୍ରିଜ୍‌, ୧୫ଟି କୁକୁଡ଼ା ଏବଂ ବହୁ ଜିନିଷ ନଷ୍ଟ ହୋଇଯାଇଛି । ସେପଟେ ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛିି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.