ETV Bharat / state

JEE-NEET ପରୀକ୍ଷାର୍ଥୀଙ୍କୁ ସହଯୋଗର ହାତ ବଢାଇଲା କେନ୍ଦୁଝର ପ୍ରଶାସନ

ବର୍ତ୍ତମାନ ସାରା ଦେଶରେ କୋରୋନା ମହମାରୀ ତାର କାୟା ବିସ୍ତାର କରିଚାଲିଛି । ଏହି କରୋନା ପାଇଁ ସାରା ଦେଶରେ ଲକଡାଉନ ପରେ ଅନଲକ ୩ ସରକାର ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ..

author img

By

Published : Aug 28, 2020, 10:22 PM IST

JEE-NEET ପରୀକ୍ଷାର୍ଥୀଙ୍କୁ ସହଯୋଗ କରିବାକୁ ହାତ ବଢାଇଲା ଜିଲ୍ଲା ପ୍ରଶାସନ

କେନ୍ଦୁଝର: ବର୍ତ୍ତମାନ ସାରା ଦେଶରେ କୋରୋନା ମହମାରୀ ତାର କାୟା ବିସ୍ତାର କରିଚାଲିଛି । ଏହି କରୋନା ପାଇଁ ସାରା ଦେଶରେ ଲକଡାଉନ ପରେ ଅନଲକ ୩ ସରକାର ଘୋଷଣା କରିଛନ୍ତି । ଏହି ଅନଲକ ୩ ରେ ଜନଜୀବନ ସ୍ୱାଭାବିକ ହେବା ପରେ ଲୋକଙ୍କ ପାଇଁ ସରକାର ବହୁ ଘୋଷଣା କରୁଛନ୍ତି । ଏହି ଲକଡାଉନରେ ବିଶେଷ ଭାବେ ଛାତ୍ରଛାତ୍ରୀମାନଙ୍କ କ୍ଷତି ହୋଇଛି ।

ଚଳିତ ବର୍ଷ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଥିଲା ବେଳେ ପରୀକ୍ଷା ମଧ୍ୟ ବନ୍ଦ ହୋଇଥିଲା । ଜେଇଇ ନିଟ ପରୀକ୍ଷା ବନ୍ଦ ହୋଇଥିବା ବେଳେ ସରକାର ନୂତନ ତାରିଖ ଘୋଷଣା କରିବା ପରେ ଛାତ୍ରଛାତ୍ରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଏହି ଜେଇଇ ନିଟ ପରୀକ୍ଷାର୍ଥୀ ଙ୍କୁ ସହଯୋଗ କରିବା ପାଇଁ ହାତ ବଢାଇଛି କେନ୍ଦୁଝର ଜିଲ୍ଲା ପ୍ରଶାସନ ।

ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେବେ ସେମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଫୋନ ନମ୍ବର ଓ ଇମେଲରେ ଯୋଗଯୋଗ କରିବା ପାଇଁ ଟ୍ୱିଟର ମାଧ୍ୟମରେ ପ୍ରକାଶ କରାଯାଇଛି । 06766- 255495 ଓ 7657066099 ନମ୍ବର ଜାରି କରାଯାଇଥିବାବେଳେ dm_keonjhar@nic.in ଇମେଲ ଯୋଗେ ଛାତ୍ରଛାତ୍ରୀମାନେ ଯୋଗାଯୋଗ କରିବାପାଇଁ ଜିଲ୍ଲା ପ୍ରଶାସନ ଟ୍ୱିଟର ଜଣାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.