ETV Bharat / state

କଟକଣାରେ ଶେଷ ହେଲା ଦଧିବାମନ ଜୀଉଙ୍କ ସ୍ନାନ ପୂର୍ଣ୍ଣିମା

author img

By

Published : Jun 24, 2021, 7:47 PM IST

କେନ୍ଦୁଝର କେଶଦୁରାପାଳସ୍ଥିତ ଦଧିବାମନ ଜୀଉ ମନ୍ଦିରରେ କଟକଣାରେ ପାଳନ ହେଲା ଦେବସ୍ନାନ ପୂର୍ଣ୍ଣିମା । ଅଧିକ ପଢନ୍ତୁ...

କଟକଣାରେ ଶେଷ ହେଲା ଦଧିବାମନ ଜୀଉଙ୍କ ସ୍ନାନ ପୂର୍ଣ୍ଣିମା
କଟକଣାରେ ଶେଷ ହେଲା ଦଧିବାମନ ଜୀଉଙ୍କ ସ୍ନାନ ପୂର୍ଣ୍ଣିମା

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ କେଶଦୁରାପାଳସ୍ଥିତ ଦଧିବାମନ ଜୀଉ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ । କଟକଣା ମଧ୍ୟରେ ଶେଷ ହୋଇଛି ମହାପ୍ରଭୁଙ୍କ ସ୍ନାନ ଯାତ୍ରା । କୋଭିଡ କଟକଣା ମାନି କେବଳ ମନ୍ଦିର ପୂଜକଙ୍କ ଉପସ୍ଥିତିରେ ରୀତିନୀତି ଅନୁଯାୟୀ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଛି ।

କେଶଦୁରାପାଳ ଦଧିବାମନ ଜୀଉଙ୍କ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ପ୍ରତିବର୍ଷ ବହୁ ଧୁମଧାମରେ ପାଳିତ ହେଉଥିବାବେଳେ ହେଲେ ଦୁଇ ବର୍ଷ ହେଲା ମହାମାରୀ ପାଇଁ ଏହା ଫିକା ପଡିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.