ETV Bharat / state

ଅନଶନକାରୀଙ୍କ ସହ ବସିଲେ ସଦର ବିଧାୟକ - sadara mla strike at keunjhar

ସୋମବାର ସନ୍ଧ୍ୟାରେ ଅନଶନକାରୀଙ୍କୁ ସମର୍ଥନ କରି ସଦର ବିଧାୟକ ମୋହନ ଚରଣ ମାଝୀ ଧାରଣାରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ...

ଅନଶନକାରୀଙ୍କ ସହ ବସିଲେ ସଦର ବିଧାୟକ
ଅନଶନକାରୀଙ୍କ ସହ ବସିଲେ ସଦର ବିଧାୟକ
author img

By

Published : Jan 7, 2020, 2:25 AM IST

କେନ୍ଦୁଝର: ଜାନୁୟାରୀ 1 ତାରିଖରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଅନଶନରେ ବସିଛନ୍ତି 17 ଜଣ କର୍ମଚାରୀ । ଉକ୍ତ କର୍ମଚାରୀ ରୋଗୀ କଲ୍ୟାଣ ସମିତି ଅଧୀନରେ ଆଟେଣ୍ଡାଟ ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ନୂତନ ନିୟମ ଅନୁଯାୟୀ ଉକ୍ତ ସମସ୍ତ କର୍ମଚାରୀଙ୍କୁ ବାହାରକରି ନୂତନ ନିର୍ମଳ ଯୋଜନା ପ୍ରଣୟନ କରି ନୂତନ କର୍ମଚାରୀ ରଖାଯାଇଛି ।

ଅନଶନକାରୀଙ୍କ ସହ ବସିଲେ ସଦର ବିଧାୟକ

ଫଳରେ ଉକ୍ତ ସମସ୍ତ କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରାଯାଇଛି । ପୁନଃନିଯୁକ୍ତି ସାଙ୍ଗକୁ ପୁରୁଣା ଯୋଜନାରେ କାର୍ଯ୍ୟ ଦାବୀରେ ଉକ୍ତ ସମସ୍ତ କର୍ମଚାରୀ ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛଅ ଦିନ ହେଲା ଅନଶନରେ ବସିଛନ୍ତି ।

ସୋମବାର ସନ୍ଧ୍ୟାରେ ଉକ୍ତ ଅନଶନକାରୀଙ୍କୁ ସମର୍ଥନ କରି ସଦର ବିଧାୟକ ମୋହନ ଚରଣ ମାଝୀ ଧାରଣାରେ ସାମିଲ ହୋଇଛନ୍ତି । ଏହାସହ ସମସ୍ତ କର୍ମଚାରୀଙ୍କୁ ଯଥାଶୀଘ୍ର ପୁନଃ ନିଯୁକ୍ତି ଦାବି କରିଥିଲେ ବିଧାୟକ । ନିଯୁକ୍ତି ନମିଳିଲେ ଆଗାମୀ ଅଧିବେଶନରେ ଏନେଇ ପ୍ରଶ୍ନ କରିବେ ବୋଲି ସଦର ବିଧାୟକ କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଅନଶନକାରୀଙ୍କ ସହ ବସିଲେ ସଦର ବିଧାୟକBody:ଆଙ୍କର- ଜାନୁୟାରୀ ଏକ ତାରିଖରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ।ଅନଶନ ରେ ବସିଛନ୍ତି ୧୭ ଜଣ କର୍ମଚାରୀ। ଉକ୍ତ କର୍ମଚାରୀ ମାନେ ରୋଗୀ କଲ୍ୟାଣ ସମିତି ଅଧୀନରେ ଆଟେନାଂଟଣ୍ଟ ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ନୂତନ ନିୟମ ଅନୁଯାୟୀ ଉକ୍ତ ସମସ୍ତ କର୍ମଚାରୀ ଙ୍କୁ ବାହାରକରି ନୂତନ ନିର୍ମଳ ଯୋଜନା ପ୍ରଣୟନ କରି ନୂତନ କର୍ମଚାରୀ ରଖାଯାଇଛି । ଫଳରେ ଉକ୍ତ ସମସ୍ତ କର୍ମଚାରୀଙ୍କୁ ଚାକିରୀ ରୁ ଛଟେଇ କରାଯାଇଛି । ପୁନଃ ନିଯୁକ୍ତି ସାଙ୍ଗକୁ ପୁରୁଣା ଯୋଜନା ରେ କାର୍ଯ୍ୟଦାବୀରେ ଉକ୍ତ ସମସ୍ତ କର୍ମଚାରୀ ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛଅ ଦିନ ହେଲା ଅନଶନ ରେ ବସିଛନ୍ତି । ଆଜି ସନ୍ଧ୍ୟାରେ ଉକ୍ତ ଅନଶନକାରୀଙ୍କୁ ସମର୍ଥନ କରି ସଦର ବିଧାୟକ ମୋହନ ଚରଣ ମାଝୀ ଧାରଣା ରେ ବସିଛନ୍ତି । ଉକ୍ତ ସମସ୍ତ କର୍ମଚାରୀଙ୍କୁ ଯଥାଶୀଘ୍ର ପୁନଃ ନିଯୁକ୍ତି ଦାବି କରିଥିଲେ । ନିଯୁକ୍ତି ନମିଳିଲେ ଆଗାମୀ ଅଧିବେଶନରେ ପ୍ରଶ୍ନ କରିବେ ବୋଲି ସଦର ବିଧାୟକ ପ୍ରକାଶ କରିଥିଲେ ।

ବାଇଟ-୧- ମୋହନ ଚରଣ ମାଝୀ ( ସଦର ବିଧାୟକ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.