ETV Bharat / state

ସ୍କୁଲ ଗାଡି ଧକ୍କାରେ ବୃଦ୍ଧ ଗୁରୁତର - old man injured

ରାସ୍ତା ପାର ହେଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ମାରିଲା ସ୍କୁଲ ବସ । କେନ୍ଦୁଝର ଶୁଆକାଠିସ୍ଥିତ ଓଏମସି ଖଣିର ସ୍କୁଲ ବସଟି ମାରିଥିଲା ଧକ୍କା । ଫଳରେ ଘଟଣାସ୍ଥଳରେ ବୃଦ୍ଧ ଜଣଙ୍କ ଆହତ ହୋଇପଡିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Apr 2, 2019, 2:03 PM IST

କେନ୍ଦୁଝର: ରାସ୍ତା ପାର ହେଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ମାରିଲା ସ୍କୁଲ ବସ । ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତହସିଲ ଛକଠାରେ । ଉକ୍ତ ଦୁର୍ଘଟଣାରେ ବୃଦ୍ଧ ଗୁରୁତର ଅଛନ୍ତି । ବୃଦ୍ଧଙ୍କ ପରିଚୟ ପ୍ରଫୁଲ୍ଲ ବେହେରା ଏବଂ ସେ ସଦର ଥାନା ଅନ୍ତର୍ଗତ ବଉଳମାଳ ଅଞ୍ଚଳର ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନା ଅନୁସାରେ ଶୁଆକାଠିସ୍ଥିତ ଓଏମସି ଖଣିର ସ୍କୁଲ ବସଟି ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲରୁ ଫେରୁଥିଲା । ଏହି ସମୟରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଛକଠାରେ ଏକ ବୃଦ୍ଧ ରାସ୍ତା ପାର ହେଉଥିଲେ । ହଠାତ ସ୍କୁଲ ବସଟି ତାଙ୍କ ପଛପଟୁ ଆସି ଧକ୍କା ମାରିଥିଲା । ଫଳରେ ଘଟଣାସ୍ଥଳରେ ବୃଦ୍ଧ ଜଣଙ୍କ ଆହତ ହୋଇପଡିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:Body:

At a press conference held in Jalandhar, Anthony had accused the Khanna police of showing Rs 9.66 crore, instead of the Rs 16.65 crore seized from them, and claimed that the cash was accounted for.

Chandigarh: The Punjab police ordered an inquiry on Monday into the allegations of a church priest, who has reportedly accused the Khanna police of showing Rs 9.66 crore instead of a total seizure of Rs 16.65 crore.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.