ETV Bharat / state

କେଏନ ରାମ ଖଣି କମ୍ପାନୀରେ ଆୟକର ଚଢାଉ

author img

By

Published : Jan 19, 2021, 8:21 PM IST

କେଏନ ରାମ ଖଣି କମ୍ପାନୀର ବଡ଼ବିଲ ନୂଆ ବସଷ୍ଟାଣ୍ଡ୍ ପାଖ କାର୍ଯ୍ୟାଳୟ ଏବଂ ମେନ୍ ରୋଡ୍ ସ୍ଥିତ କାର୍ଯ୍ୟାଳୟରେ ଆୟକର ବିଭାଗ ଚଢ଼ାଉ କରିଛି । ଅଧିକ ପଢନ୍ତୁ...

କେଏନ ରାମ ଖଣି କମ୍ପାନୀରେ ଆୟକର ଚଢାଉ
କେଏନ ରାମ ଖଣି କମ୍ପାନୀରେ ଆୟକର ଚଢାଉ

କେନ୍ଦୁଝର: କେଏନ ରାମ ଖଣି କମ୍ପାନୀରେ ଆୟକର ବିଭାଗ ଚଢ଼ାଉ କରିଛି । କମ୍ପାନୀର ବଡ଼ବିଲ ନୂଆ ବସଷ୍ଟାଣ୍ଡ୍ ପାଖ କାର୍ଯ୍ୟାଳୟ ଏବଂ ମେନ୍ ରୋଡ୍ ସ୍ଥିତ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛି ଆୟକର ବିଭାଗ ।

କେଏନ ରାମ ଖଣି କମ୍ପାନୀରେ ଆୟକର ଚଢାଉ
କେଏନ ରାମ ଖଣି କମ୍ପାନୀରେ ଆୟକର ଚଢାଉ
କେଏନ ରାମ ଖଣି କମ୍ପାନୀରେ ଆୟକର ଚଢାଉ

ମଙ୍ଗଳବାର ଆୟକର ବିଭାଗର ଅଧିକାରୀମାନେ କମ୍ପାନୀର ବିଭିନ୍ନ ଆୟ ବ୍ୟୟ ଓ ଟ୍ୟାକ୍ସ ସମ୍ବନ୍ଧୀୟ ସମସ୍ତ କାଗଜପତ୍ରକୁ ତନ୍ନତନ୍ନ କରି ଯାଞ୍ଚ କରିବା ସହ କମ୍ପୁଟର ଡାଟାକୁ ମଧ୍ୟ ଯାଞ୍ଚ କରୁଥିବା ସୂଚନା ମିଳିଛି । ଅନ୍ୟପଟେ ଆୟକର ବିଭାଗ କମ୍ପାନୀର ଦେଣନେଣ ସମ୍ପର୍କିତ ସମସ୍ତ ତଥ୍ୟ ଏବଂ ବ୍ୟାଙ୍କ୍ ଟ୍ରାଂଜାକ୍ସନର ତାଳମେଳକୁ ମଧ୍ୟ ଅନୁଧ୍ୟାନ କରୁଥିବାର ସୂଚନା ମିଳିଛି ।

କେଏନ ରାମ ଖଣି କମ୍ପାନୀରେ ଆୟକର ଚଢାଉ
କେଏନ ରାମ ଖଣି କମ୍ପାନୀରେ ଆୟକର ଚଢାଉ

ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ଆୟକର ବିଭାଗ ଅଧିକାରୀଙ୍କୁ ସାକ୍ଷାତ କରି ଏବାବଦରେ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ବ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । କମ୍ପାନୀର କାର୍ଯ୍ୟାଳୟ ଭିତରକୁ ସାମ୍ବାଦିକମାନଙ୍କୁ ପ୍ରବେଶ କରିବାକୁ ଦିଆଯାଇ ନଥିଲା । ଏନେଇ କେଏନ ରାମ ଖଣି କମ୍ପାନୀ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

କେଏନ ରାମ ଖଣି କମ୍ପାନୀରେ ଆୟକର ଚଢାଉ
କେଏନ ରାମ ଖଣି କମ୍ପାନୀରେ ଆୟକର ଚଢାଉ
କେଏନ ରାମ ଖଣି କମ୍ପାନୀରେ ଆୟକର ଚଢାଉ
କେଏନ ରାମ ଖଣି କମ୍ପାନୀରେ ଆୟକର ଚଢାଉ

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.