ETV Bharat / state

ପୋଲ ତଳକୁ ଖସି ସାଇକେଲ ଆରୋହୀ ମୃତ

ପୋଲ ଉପରୁ ଖସି ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ଗଜପୁର ଗ୍ରାମର ପୁଡା ନାୟକ ।

author img

By

Published : Jun 12, 2019, 1:35 PM IST

କେନ୍ଦୁଝର: ପୋଲ ଉପରୁ ଖସି ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ । ଏହି ଘଟଣାଟି କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଗଜପୁରରେ ଘଟିଛି । ମୃତକ ଜଣକ ହେଲେ ଗଜପୁର ଗ୍ରାମର ପୁଡା ନାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର

ସେ ଗତକାଲି ରାତିରେ ସିଙ୍ଗପୁରରୁ ନିଜ ଗାଁ ଗଜପୁରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ନୟାକୋଟ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି ତଦନ୍ତ ଚଳାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.