ETV Bharat / state

ଲକଡାଉନ: ଅସହାୟଙ୍କୁ ସାହା ହେଉଛନ୍ତି ପୋଲିସ

author img

By

Published : Mar 28, 2020, 12:46 PM IST

ଅସହାୟଙ୍କୁ ଖାଦ୍ୟ ବାଣ୍ଟି ମହାନତା ଦେଖାଇଲା ଝୁମ୍ପୁରା ଥାନା ପୋଲିସ । ବିଭିନ୍ନ ମହଲରେ କାର୍ଯ୍ୟକୁ ପ୍ରଶଂସା । ଅଧିକ ପଢନ୍ତୁ....

Police Admired For Commendable Job During Lock Down In Keonjhar
ଅସହାୟଙ୍କୁ ଖାଦ୍ୟ ବାଣ୍ଟି ମହାନତା ଦେଖାଇଲା ଝୁମ୍ପୁରା ଥାନା ପୋଲିସ

କେନ୍ଦୁଝର : କୋରୋନା ପାଇଁ ସାର ଭାରତ ଲକ ଡାଉନ । ସବୁଠି ବନ୍ଦ ରହିଛି ଦୋକାନ ବଜାର । ପ୍ରଭାବିତ ହୋଇଛି ଜନଜୀବନ । ହେଲେ, ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଦୁଇମୁଠା ଦାନା ଯୋଗାଡ କରିବା ପାଇଁ ପ୍ରତ୍ଯେକ ଦିନ ମୂଲ ଲାଗନ୍ତି । ହେଲ, ଲକ ଡାଉନ ଯୋଗୁଁ ଖଟିକିଆ ମାନଙ୍କ ମୂଲ ଲାଗିବା ବନ୍ଦ ହୋଇଯାଇଛି । ଫଳରେ ଘରେ ଚୁଲି ଜଳୁନି କି ପେଟକୁ ଦାନା ଯାଉନି । ହେଲେ, ଏହି ଅସାହାୟ ମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ପୋଲିସ ।

ପୋଲିସ କର୍ମଚାରୀମାନେ, ଝୁମ୍ପୁରା ଅଞ୍ଚଳରେ ଥିବା ଆଦିବାସୀ ବହୁଳ କେଲସାହି ଓ ଭୂମିଜ ସାହି ବସ୍ତି ଗୁଡିକରେ ରହୁଥିବା ଲୋକଙ୍କୁ ଖାଦ୍ୟ ପୁଡିଆ ବାଣ୍ଟିଛନ୍ତି । ତେବେ ଝୁମ୍ପୁରା ଥାନା ପୋଲିସର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.