ETV Bharat / state

ଦୂର୍ନିତୀର ଚରମସୀମା; ପଞ୍ଚାୟତ କାର୍ଯ୍ୟାଳୟରେ ପଡିଲା ତାଲା - ପଞ୍ଚାୟତ କାର୍ଯ୍ୟାଳୟ

ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣିଲେନି ଅଧିକାରୀ । ପଞ୍ଚାୟତରେ ତାଲା ପକାଇଲେ ୱାର୍ଡମେମ୍ବର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Sep 12, 2019, 7:47 PM IST

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରୁ ଦୁର୍ନୀତିର ମୂଳୋତ୍ପାଟନ ପାଇଁ କଡା ନିର୍ଦେଶ ଦେଇଛନ୍ତି । ଅନ୍ୟପଟେ ଖୋଦ ପଞ୍ଚାୟତ କାର୍ଯ୍ୟାଳୟରେ ଚାଲୁଛି ଗଦାଗଦା ଦୁର୍ନୀତି । ଏପରିକି ଲୋକଙ୍କ ଦ୍ବାରା ନିର୍ବାଚିତ ଜନପ୍ରତିନିଧିଙ୍କୁ ସରପଞ୍ଚ ଆବଶ୍ୟକ ସୂଚନା ଦେଉନାହାନ୍ତି । ତା ସହ କେଉଁ ୱାର୍ଡରେ କଣ କାମ ହେଉଛି ତାହା ମଧ୍ୟ ୱାର୍ଡମେମ୍ବର ଜାଣି ପାରୁନାହାଁନ୍ତି। ବିନା ବୈଠକରେ ବିନା ଅନୁମୋଦନରେ ଦସ୍ତଖତ କରିବା ପାଇଁ ବାଧ୍ୟ କରାଯାଉଛି । ଯାହାକୁ ନେଇ ଆଜି କେନ୍ଦୁଝର ଜିଲ୍ଲା ଶିରିଷପାଳ ପଞ୍ଚାୟତରେ ଘଟିଛି ଅଭାବନୀୟ କାଣ୍ଡ । ଦୀର୍ଘଦିନର ଅସନ୍ତୋଷକୁ ନେଇ ଆଜି ପଞ୍ଚାୟତ ଅଫିସରେ ତାଲା ପକାଇଛନ୍ତି ସମସ୍ତ ୱାର୍ଡର ୱାର୍ଡମେମ୍ବର।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସେମାନେ ଅଭିଯୋଗ କରିଛନ୍ତି ପଞ୍ଚାୟତରେ ଅନେକ ଦୁର୍ନୀତି ହେଉଛି । ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ଫଳ ମିଳୁନାହିଁ। ବିଡିଓଙ୍କ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଫଳରେ ଆଜି ପିଇଓଙ୍କୁ ପଞ୍ଚାୟତ ଅଫିସରେ ତାଲା ପକାଇଛନ୍ତି । ପିଇଓ କହିଛନ୍ତି ସରପଞ୍ଚଙ୍କ ସହ ଝଗଡା କାରଣରୁ ତାଙ୍କୁ ତାଲା ପକାଯାଇଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ଦୁର୍ନୀତି ଅଭିଯୋଗରେ ପଞ୍ଚାୟତ ତାଲା ପକାଇଲେ ସଭ୍ୟBody:
ଆଙ୍କର- ଦୀର୍ଘ ଦିନ ହେବ ଶିରିଷପାଳ ପଞ୍ଚାୟତ ରେ ଦୁର୍ନୀତି ଚାଲିଛି । ବିନା ରିଜୁୟଲେସନରେ ପଞ୍ଚାୟତ ବୈଠକରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଉଛି । ୱାର୍ଡ ଗୁଡିକରେ କାମ ହେଲେ ମଧ୍ୟ ସଭ୍ୟ ମାନଙ୍କୁ ଜଣାଯାଉନାହିଁ । ଏଭଳି ଅଭିଯୋଗ ଆଣି ଆଜି ପଞ୍ଚାୟତରେ ତାଲା ପକାଇଛନ୍ତି ଶିରିଷପାଳ ପଞ୍ଚାୟତର ସଭ୍ୟ ସଭ୍ୟା ମାନେ । ଏହା ସହ ପିଇଓ ଙ୍କୁ ପଞ୍ଚାୟତ ମଧ୍ୟରେ ତାଲା ପକାଇଛନ୍ତି । ଏହି ଦୁର୍ନୀତି ବିରୁଦ୍ଧରେ ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଜଣେଇ ଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ସଭ୍ୟ ମାନେ । ଏନେଇ ପି ଇ ଓ ଙ୍କୁ ପଚାରିବାରୁ ସରପଞ୍ଚ ସଭ୍ୟ ଝଗଡା କରି ରିଜୁଲେସଲନ କରୁନାହାନ୍ତି । ସରପଞ୍ଚ ଉପରେ ରାଗ ପାଇଁ ତାଙ୍କୁ ତାଲା ପକାଇ ଅଟକ ରଖିଥିବା ପ୍ରକାଶ କରିଛନ୍ତି ।
ବାଇଟ-୧-ଲକ୍ଷ୍ମୀପ୍ରିୟା ରାଉତ ( ସଭ୍ୟା) ମୁଣ୍ଡରେ ଓଢଣୀ ଦେଇଛନ୍ତି
ବାଇଟ-୨-ରତିରଞ୍ଜନ ସାହୁ( ସଭ୍ୟ) ଚେକ ସିର୍ଟ ପିନ୍ଧିଚି
ବାଇଟ-୩-ପ୍ରେମାଲତା ମହାନ୍ତ( ଅଟକ ଥିବା ପିଇଓ) ପ୍ଲାଷ୍ଟିକ ଚେୟାର ରେ ବସିଛିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.