ETV Bharat / state

ଗନ୍ଧମାର୍ଦ୍ଦନ ପାହାଡରୁ ଖସିଲା ଟ୍ରକ, ଚାଳକ ମୃତ - ଗନ୍ଧମାର୍ଦ୍ଦନ ପାହାଡ

କେନ୍ଦୁଝର ଜିଲ୍ଲା ଶୁଆକାଠି ସ୍ଥିତ ଗନ୍ଧମାର୍ଦ୍ଦନ ଖଣିରୁ ଲୋଡିଂ ସାରି ଫେରୁଥିବା ସମୟରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଟ୍ରକ ଚାଳକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : May 15, 2019, 6:33 PM IST

କେନ୍ଦୁଝର: ଖଣିରୁ ଲୋଡିଂ ସାରି ଫେରୁଥିବା ବେଳେ ପାହାଡରୁ ଖସିଲା ଟ୍ରକ । ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରର ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ଶୁଆକାଠି ସ୍ଥିତ ଗନ୍ଧମାର୍ଦ୍ଦନ ପାହାଡରେ ଘଟିଛି ଏହି ଅଘଟଣ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ମୃତକ ହେଲେ ସଦର ଥାନା ଖୁଣ୍ଟପଡା ଗାଁର ସାଗର ଦେହୁରୀ । ସେ ଗନ୍ଧମାର୍ଦ୍ଦନ ଖଣିରୁ ଲୋଡିଂ ସାରି ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଟ୍ରକଟି ପାହାଡ ତଳକୁ ଖସି ପଡିଥିଲା । ଅନ୍ୟପଟେ ଖବର ପାଇ କେନ୍ଦୁଝର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ସ୍ଲଗ- ପାହାଡ଼ ତଳକୁ ଟ୍ରକ ଖସି ଡ୍ରାଇଭର ମୃତ
ଆଙ୍କର- ଆଜି ଶୁଆକାଠି ସ୍ଥିତ ଗନ୍ଧମାର୍ଦ୍ଦନ ଖଣିରୁ ଲୋଡିଂ ସାରି ଫେରୁଥିବା ସମୟରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଟ୍ରକଟି ଉଚ୍ଚ ପାହାଡ଼ରୁ ଖସି ପଡ଼ିଥିଲା । ଫଳରେ ଡ୍ରାଇଭର ର ମୃତ୍ୟୁ ହୋଇଛି । ଡ୍ରାଇଭର ର ପରିଚିୟ ସଦର ଥାନା ଅନ୍ତର୍ଗତ ଖୁଣ୍ଟାପଡା ଗ୍ରାମର ସାଗର ଦେହୁରୀ ବୋଲି ଜଣା ପଡ଼ିଛି। ମୃତକକୁ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଦିଆହୋଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.