ETV Bharat / state

ନାଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି - କେନ୍ଦୁଝର ନ୍ୟୁଜ୍

ନାଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ଗୋପିନାଥପୁର ଗ୍ରାମ ନିକଟ ନାଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢ଼ନ୍ତୁ

newborn baby rescued from drain in keonjhar
ନାଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
author img

By

Published : Oct 16, 2022, 3:34 PM IST

କେନ୍ଦୁଝର: ପୁଣି ଅଲୋଡା ହେଲା ନବଜାତ ଶିଶୁ । ନାଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ଗୋପିନାଥପୁର ଗ୍ରାମ ନିକଟ ନାଳରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି । ଶିଶୁଟିର ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ନାଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଏହା ମଧ୍ୟ ପଢ଼ନ୍ତୁ: ମେରୁଦଣ୍ଡ ସମସ୍ୟା ପାଇଁ ପର କଲେ ପରିବାର, ପୋଖରୀ ହୁଡ଼ାରୁ ନବଜାତ ଶିଶୁ ଉଦ୍ଧାର

ଏକ ନାଳରେ ବ୍ୟାଗ ଭିତରେ ଶିଶୁଟିକୁ ଭର୍ତ୍ତି କରି ଫିଙ୍ଗି ଦେଇଥିବା ଗ୍ରାମଲୋକେ ଦେଖିବାକୁ ପାଇଥିଲେ । ଚାଇଲ୍ଡ ଲାଇନକୁ ଜଣାଇବା ପରେ ଗ୍ରାମବାସୀଙ୍କ ସହାୟତାରେ ଅଙ୍ଗନବାଡ଼ି କର୍ମୀ ଏବଂ ଚାଇଲ୍ଡ ଲାଇନ ସଦସ୍ୟ ଶିଶୁଟିକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗର SNCUରେ ଭର୍ତ୍ତି କରିଛନ୍ତି । ଶିଶୁପୁତ୍ରଟି ଗୋଟିଏ ଦିନର ହୋଇଥିବା ବେଳେ ତାର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଏନେଇ ଚାଇଲ୍ଡ ଲାଇନ ପକ୍ଷରୁ ମେଡିକାଲ ଫାଣ୍ଡିରେ ଖବର ଦିଆଯାଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.