ETV Bharat / state

ବୁଦା ମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର

କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳର ବୁଦା ମୂଳରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି । ଉଦ୍ଧାର କରି ମେଡିକାଲକୁ ପଠାଇଲେ ଗ୍ରାମବାସୀ ।

ଫଟୋ ସୌଜନ୍ୟ : ସମ୍ବାଦଦାତା,କେନ୍ଦୁଝର
author img

By

Published : Nov 3, 2019, 12:26 PM IST

କେନ୍ଦୁଝର: ବୁଦା ମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର । କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତୁରମୁଙ୍ଗା ଥାନା ଅନ୍ତର୍ଗତ ମାନପୁର ଗ୍ରାମ ଖମଣସାହି ନିକଟ ବୁଦା ମୂଳରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କେନ୍ଦୁଝର

ଏହି ନବଜାତ ଶିଶୁ ପୁତ୍ରକୁ ଗ୍ରାମବାସୀ ଉଦ୍ଧାର କରି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । କିଏ କାହିଁକି ଉକ୍ତ ଶିଶୁଟିକୁ ବୁଦାମୂଳରେ ଛାଡି ଯାଇଛି ତାହା ଜଣାପଡି ନାହିଁ। କିନ୍ତୁ ଶିଶୁଟିର ପ୍ରାଥମିକ ଚିକିତ୍ସାପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ଶିଶୁଟିର ସ୍ବାସ୍ଥ୍ୟ ଅଵସ୍ଥା ଭଲ ଥିବା ଜଣାପଡ଼ିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:ସ୍ଲଗ - ବୁଦା ମୂଳରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
ଆଙ୍କର - ଆଜି ସକାଳୁ କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖବର ଅନୁସାରେ ତୁରମୁଙ୍ଗା ଥାନା ଅନ୍ତର୍ଗତ ମାନପୁର ଗ୍ରାମ ଖମଣସାହି ନିକଟଏକ ବୁଦା ମୂଳରୁ ନବ ଜାତ ଶିଶୁପୁତ୍ର ଉଧାର ହୋଇଛି । ଏହି ନବଜାତ ଶିଶୁ ପୁତ୍ର କୁ ଗ୍ରାମବାସୀ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ଜଣା ପଡ଼ିଛି । କିଏ କାହିଁକି ଉକ୍ତ ଶିଶୁଟିକୁ ବୁଦାମୁଳରେ ଛାଡି ଯାଇଛି ତାର ପତା ମିଳିପାରିନାହିଁ । ଶିଶୁ ଟିର ପ୍ରାଥମିକ ଚିକିତ୍ସାପରେ କେନ୍ଦୁଝର ମୂଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା ବେଳେ ତାର ଅଵସ୍ଥା ଭଲ ଥିବା ଜଣା ପଡ଼ିଛି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.