ETV Bharat / state

ମା' ଶଙ୍ଖେଇସୁଣୀଙ୍କ ମକର ମେଳା ଆରମ୍ଭ, ଲକ୍ଷାଧିକ ଭକ୍ତଙ୍କ ସମାଗମ - Makaramela started at anandpur

ଜିଲ୍ଲାର ଗଣପର୍ବ ଭାବେ ପରିଚିତ ମକର ପର୍ବ ପାଇଁ ସାରା ଜିଲ୍ଲା ଉତ୍ସବ ମୂଖର। 12 ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ପର୍ବ ଭାଇଚାର ସୃଷ୍ଟି କରୁଥିବା ବେଳେ ଲୋକମାନେ ମେଳା ବୁଲି ମଜା ନେଉଛନ୍ତି । ଅଧିକ ପଢନ୍ତୁ...

makar mela
ମା' ଶଙ୍ଖେଇସୁଣୀଙ୍କ ମକର ମେଳା ଆରମ୍ଭ
author img

By

Published : Jan 17, 2020, 6:47 AM IST

ଆନନ୍ଦପୁର: କେନ୍ଦୁଝର ଜଲ୍ଲା ଘଷିପୁରା ବ୍ଲକ ଓଡପଡା ସ୍ଥିତ ମା' ଶଙ୍ଖେଇସୁଣୀଙ୍କ ଠାରେ ଆରମ୍ଭ ହୋଇଯାଇଛି ଐତିହାସିକ ମକର ପର୍ବ । ମାଘ ମାସ ସଂକ୍ରାନ୍ତି ମା'ଙ୍କର ବଡ ପର୍ବ ହୋଇଥିବାରୁ ଶ୍ରଦ୍ଧାଳୁ ମାନେ ମାନସିକ କରି ପୂଜା କରିଛନ୍ତି। ମା' ସବୁବେଳେ ଭକ୍ତ ମାନଙ୍କର ମନସ୍କାମନା ପୂରଣ କରୁଥିବାରୁ ଆଖପାଖ ବହୁ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଏଠାକୁ ଆସିଥାନ୍ତି। ଏହି ମେଳା ଦିର୍ଘ 12 ବର୍ଷ ହେବ ଆୟୋଜନ କରାଯାଉଛି ।

ଏଥିପାଇଁ ସଂକ୍ରାନ୍ତି ଠାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ 3 ରୁ 7 ଦିନ ମକର ପର୍ବ ପାଳିତ ହେଉଥିବା ବେଳେ ଘଷିପୁରା ବ୍ଲକ ଓଡପଡାରେ ଏହି ପର୍ବ 12 ଦିନ ଧରି ମହାଆଡମ୍ବର ସହ ପାଳିତ ହୋଇଥାଏ । ଏହି ଅବସରରେ ମା'ଙ୍କ ପାଖରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ। ଏଥିସହିତ ମେଳାରେ ବିଭନ୍ନ ପ୍ରକାର ଦୋକାନ ବଜାର, ଦୋଳି ଓ ମିନାବଜାର ମଜା ନେବା ପାଇଁ 12 ଦିନ ଧରି ଲୋକଙ୍କ ଭିଡ ଲାଗି ରହିଥାଏ । ଭିଡକୁ ଆଖି ଆଗରେ ରଖି ମେଳା କମିଟି ଓ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଭକ୍ତ ମାନଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରଯାଇଥିଲା।

ମା' ଶଙ୍ଖେଇସୁଣୀଙ୍କ ମକର ମେଳା ଆରମ୍ଭ

ସ୍ଥାନୀୟ କଳାକାର ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥାଏ ବୋଲି କହିଛନ୍ତି ଆୟୋଜକ। 12 ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ମେଳା ଆଖପାଖ ଅଞ୍ଚଳରେ ଭାଇଚାର ସୃଷ୍ଟି କରୁଥିବା ବେଳେ ଲୋକମାନେ ମେଳା ବୁଲି ବେଶ ମଜା ନେଉଥିବା ଦେଖାଯାଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:1601EB_AND_PKG_MAKAR MELA_R

ଆଙ୍କର -କେନ୍ଦୁଝର ଜିଲ୍ଲାର ଗଣ ପର୍ବ ଭାବେ ପରିଚିତ ମକର ପର୍ବ ପାଇଁ ସାରା ଜିଲ୍ଲା ଉତ୍ସବ ମୂଖର .ଏଥିପାଇଁ ସଂକ୍ରାନ୍ତି ଠାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ 3 ରୁ 7 ଦିନ ମକର ପର୍ବ ପାଳିତ ହେଉଥିବା ବେଳେ ଘଷିପୁରା ବ୍ଲକ ଓଡପଡା ରେ ଏହି ପର୍ବ 12 ଦିନ ଧରି ମହା ଆଡମ୍ବର ସହ ପାଳିତ ହୋଇଥାଏ । ଏହି ଅବସରରେ ମାଙ୍କ ପାଖରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ। ଏଥି ସହିତ ମେଳାରେ ବିଭନ୍ନ ପ୍ରକାର ଦୋକାନ ବଜାର, ଦୋଳି ଓ ମିନାବଜାର ମଜା ନେବା ପାଇଁ 12 ଦିନ ଧରି ଲୋକଙ୍କ ଭିଡ ଲାଗି ରହିଥାଏ । ଭିଡକୁ ଆଖି ଆଗରେ ରଖି ମେଳା କମିଟି ଓ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ ହାତକୁ ନିଆ ଯାଇଛି ।

ଭିଓ-1-କେନ୍ଦୁଝର ଜଲ୍ଲା ଘଷିପୁରା ବ୍ଲକ ଓଡପଡା ସ୍ଥିତ ମା ଶଙ୍ଖେଇସୁଣୀ ଙ୍କ ଠାରେ ଆରମ୍ଭ ହୋଇ ଯାଇଛି ଐତିହାସିକ ମକର ପର୍ବ . ମାଘ ମାସ ସଂକ୍ରାନ୍ତି ମାଙ୍କ ର ବଡ ପର୍ବ ହୋଇଥିବାରୁ ଶ୍ରଦ୍ଧାଳୁ ମାନେ ମାଙ୍କ ପାଖରେ ମାନସିକ କରି ପୂଜା କରିଛନ୍ତି । ମା ସବୁବେଳେ ଭକ୍ତ ମାନଙ୍କ ର ମନସ୍କାମନା ପୂରଣ କରୁଥିବାରୁ ଆଖପାଖ ବହୁ ଶ୍ରଦ୍ଧାଳୁ ଦର୍ଶନ ପାଇଁ ମା ଙ୍କ ପାଖକୁ ଆସିଥାନ୍ତି । ଆୟୋଜକ କମିଟି ପକ୍ଷରୁ ଶାନ୍ତି ସୃଖଳା ରକ୍ଷା କରିବା ସହ ଭକ୍ତ ମାନଙ୍କ ପାଇ ପ୍ରସାଦ ବ୍ୟବସ୍ତା କରଯାଇଥିଲା । କେଊଁ ଆଦିମ କାଳରୁ ମା ଏଠାରେ ଆବିର୍ଭାବ ହୋଇଥିବା ବେଳେ 12 ବର୍ଷ ହେବ ମକର ମେଳା କରାଯାଉଛି ।
ବାଇଟି-୧-ପୂଜକ
ବାଇଟି-୩--ଭକ୍ତ

ଭିଓ-2-ଏହି ମକର ପର୍ବରେ ଓଡପଡା ଠାରେ 12 ବର୍ଷ ଐତିହାସିକ ମକର ମେଳା ଅନୁଷ୍ଟିତ ହୋଇ ଆସୁଛି . ମେଳାରେ 12 ଦିନ ଧରି 200ରୁ ଉର୍ଦ୍ଧ ଦୋକାନ ସହ ଦୋଳି ଓ ମିନା ବଜାର ପଡିଥାଏ .ଏଥି ସହିତ ଅସ୍ଥାୟୀ ଅପେରା ସୋ ଲୋକଙ୍କୁ ମେଳା ପ୍ରତି ଆକର୍ଷିତ କରିଥାଏ ତେବେ ଘର କରଣା ସାମଗ୍ରି ଠାରୁ ଆରମ୍ଭ କରି ସୌଖୀନ୍ ଘର ସଜ୍ଜା ଜିନିଷ ଓ ବାହାଘର ପାଇଁ ଜିନିଷ ପତ୍ର କିଣା ବିକା ପାଇଁ ଏହି ମେଳା ଜିଲ୍ଲାରେ ବେଶ ପରିଚିତ.ଆଖପାଖ 3ଟି ଜିଲା ର 3ଟି ବ୍ଲକ ରୁ ହଜାରହଜାର ଜନସମାଗମ ମେଳା ରେ ପରିଲକ୍ଷିତ ହୋଇଥାଏ । ସ୍ଥାନୀୟ କଳାକାର ମାନଙ୍କୁ ଲୋକଲୋଚନ କୁ ଆଣିବା ପାଇଁ ମଧ୍ୟ ସଂସ୍କୃତିକ କରାୟକ୍ରମ କରାଯାଇଥାଏ ବୋଲି କହିଛନ୍ତି ଆୟୋଜକ ବନ୍ଧୁ ମାନେ ।

ବାଇଟି-୩-ଭକ୍ତ
ବାଇଟି-୪-ଆୟୋଜକ

ଫାଭିଓ-12 ଦିନ ଧରି ଅନୁଷ୍ଟିତ ହେଉଥିବା ଏହି ମେଳା ଆଖପଖା ଅଚଳ ରେ ଭାଇଚାର ସୃଷ୍ଟି କରୁଥିବା ବେଳେ ଲୋକମାନେ ମେଳା ବୁଲି ମଜା ନେଉଛନ୍ତି ।
Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.