ETV Bharat / state

ବାଇକ ଡିକି ଭାଙ୍ଗି ପାଞ୍ଚ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ - ଦୁର୍ବୃତ୍ତ

ଡିକି ଭାଙ୍ଗି 5 ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ତେବେ ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଟାଉନ ଥାନା ବ୍ଲକ କଲୋନୀ ନିକଟରେ ।

loot
ଡିକି ଭାଙ୍ଗି ପାଞ୍ଚ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
author img

By

Published : Jul 8, 2020, 5:28 PM IST

କେନ୍ଦୁଝର: ବାଇକ ଡିକି ଭାଙ୍ଗି 5 ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ତେବେ ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଟାଉନ ଥାନା ବ୍ଲକ କଲୋନୀ ନିକଟରେ ।

ଡିକି ଭାଙ୍ଗି ପାଞ୍ଚ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସୂଚନା ଅନୁଯାୟୀ, ପୂର୍ତ୍ତ ବିଭାଗ ଠିକାଦାର ଥିବା ପ୍ରଶାନ୍ତ କୁମାର ସାହୁ ବ୍ୟାଙ୍କରୁ 5 ଲକ୍ଷ ଟଙ୍କା ଉଠାଇ ଶ୍ରମିକମାନଙ୍କୁ ପେମେଣ୍ଟ କରିବାକୁ ଯାଉଥିଲେ । କିଛି ସମୟ ପରେ ସେ କେନ୍ଦୁଝର ସହର ବ୍ଲକ କଲୋନୀ ନିକଟରେ ଠିଆହୋଇ ପାଣି ପିଉଥିଲେ । ସେହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ବାଇକ ଡିକି ଭାଙ୍ଗି 5 ଲକ୍ଷ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ ।

ଏହାପରେ ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଛି ମାସ ମଧ୍ୟରେ ଏହିଭଳି ଚୋରି ଘଟଣା କେନ୍ଦୁଝର ସହରରେ ବଢି ଚାଲିଥିବା ବେଳେ ପୋଲିସର କାର୍ଯ୍ୟଧାରା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.